ETV Bharat / state

ଧାନକ୍ରୟ ସମସ୍ୟାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ରାସ୍ତା ଅବରୋଧ

author img

By

Published : Jul 1, 2021, 8:28 PM IST

ରବିଧାନ କ୍ରୟକୁ ନେଇ ଜିଲ୍ଲାରେ ସମସ୍ୟା ଲାଗି ରହିଥିବାବେଳେ ଜିଲ୍ଲା ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଅଧିକ ପଢନ୍ତୁ...

ଧାନକ୍ରୟ ସମସ୍ୟାକୁ ନେଇ ମନମୁଣ୍ଡା ଠାରେ ଜିଲ୍ଲା ବିଜେପି ପକ୍ଷରୁ ରାସ୍ତା ଅବରୋଧ

ବୌଦ୍ଧ: ରବିଧାନ କ୍ରୟକୁ ନେଇ ଲାଗି ରହିଛି ସମସ୍ୟା । ବୌଦ୍ଧ ଜିଲ୍ଲାର 23 ଗୋଟି ଧାନକ୍ରୟ କେନ୍ଦ୍ରରେ ରବିଧାନ କ୍ରୟ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଟାର୍ଗେଟ ଅଭାବରୁ ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ପଡି ରହିଛି । ସେପଟେ ଅନେକ ସ୍ଥାନରେ ମୌସୁମୀ ବର୍ଷା ଯୋଗୁଁ ଧାନ ବସ୍ତା ସବୁ ଭିଜି ଗଲାଣି ।

ଗୋଟିଏ ପଟରେ ଚାଷୀଙ୍କ ଧାନ ବିକ୍ରି ହୋଇପାରୁ ନଥିବାବେଳେ କଟନୀ ଛଟନୀ ଚାଷୀଙ୍କ ଉପରେ ମାଡ ସଦୃଶ ହୋଇଛି । ଏସବୁର ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଦୁଇ ଘଣ୍ଟା ପାଇଁ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା ।

ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଗାନ୍ଧୀ ଛକ ଠାରେ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ୱରେ ନେତା ଓ କର୍ମୀ 57 ନମ୍ବର ଜାତୀୟ ରାଜପଥ ଅବରୋଧ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆସନ୍ତା କାଲି(ଶୁକ୍ରବାର) ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.