ETV Bharat / state

ଫାଇଲେରିଆ ପ୍ରବଣ ଜିଲ୍ଲା ହେବ ଫାଲେରିଆ ମୁକ୍ତ

author img

By

Published : Jul 10, 2022, 10:43 AM IST

ବୌଦ୍ଧ ଜିଲ୍ଲା ଦିନେ ଫାଇଲେରିଆ ପ୍ରବଣ ଜିଲ୍ଲା ଭାବେ ପରିଚିତ ଥିବା ବେଳେ ବର୍ତ୍ତମାନ ସେଠାରେ ଫାଇଲେରିଆ ସମାପ୍ତ ପ୍ରାୟ । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତ୍ବରିତ ପଦକ୍ଷେପ ତଥା ଚିକିତ୍ସା ଯୋଗୁଁ ବର୍ତ୍ତମାନ ଏହାର ସୁଫଳ ମିଳିବାକୁ ଯାଉଛି । ଅଧିକ ପଢନ୍ତୁ

ଫାଇଲେରିଆ ପ୍ରବଣ ଜିଲ୍ଲା ହେବ ଫାଲେରିଆ ମୁକ୍ତ
ଫାଇଲେରିଆ ପ୍ରବଣ ଜିଲ୍ଲା ହେବ ଫାଲେରିଆ ମୁକ୍ତ

ବୌଦ୍ଧ: ଫାଇଲେରିଆ ପ୍ରବଣ ଜିଲ୍ଲା ବର୍ତ୍ତମାନ ଫାଇଲେରିଆ ମୁକ୍ତ ହେବାକୁ ଯାଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଦଶ ବର୍ଷ ପୂର୍ବରୁ ପ୍ରବଳ ମାତ୍ରାରେ ଫାଲେରିଆ ସମସ୍ୟାକୁ ନେଇ ରୋଗି କଷ୍ଟ ପାଉଥିଲେ । ଓଡିଶାର ଅନ୍ୟତମ ଫାଇଲେରିଆ ପ୍ରବଣ ଜିଲ୍ଲା ଭାବରେ ବୌଦ୍ଧ ଜିଲ୍ଲାର ନାମ ରହିଥିଲା । କିନ୍ତୁ, ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତ୍ବରିତ ପଦକ୍ଷେପ ତଥା ଚିକିତ୍ସା ଯୋଗୁଁ ବର୍ତ୍ତମାନ ଏହାର ସୁଫଳ ମିଳିବାକୁ ଯାଉଛି ।

ଫାଇଲେରିଆ ପ୍ରବଣ ଜିଲ୍ଲା ହେବ ଫାଲେରିଆ ମୁକ୍ତ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଧାର୍ଯ୍ୟ ତିନୋଟି ପର୍ଯ୍ୟାୟରେ ସ୍ବାସ୍ଥ୍ୟ ବିଭାଗ ସଫଳତା ପାଇଥିବାରୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ଫାଲେରିଆ ମୁକ୍ତ ଜିଲ୍ଲା ହେବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ତାଲିମ ଓ ଚିକିତ୍ସା ବ୍ୟବସ୍ଥାର ଆୟୋଜନ କରାଯାଉଥିବା ନେଇ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.