ETV Bharat / state

ମହୋତ୍ସବରେ 7 ଫୁଟର ଲାଉ, ଜମୁଛି ସେଲଫି

author img

By

Published : Jan 3, 2020, 11:25 PM IST

ବୌଦ୍ଧ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ପାଲଟିଲା ଲାଉ ଓ କଦଳୀ । ସାଧାରଣ ଲୋକ ସେଲଫି ନେଉଥିବାବେଳେ ଖୋଦ ମନ୍ତ୍ରୀ ମଧ୍ୟ ଏପରି ଫଳକୁ ଦେଖିବାକୁ ଦୀର୍ଘ ସମୟ ଅଟକି ଯାଇଥିଲେ । ଅଧିକ ପଢନ୍ତୁ...

boudh mahotsav
ବୌଦ୍ଧ ମହୋତ୍ସବରେ ସାତଫୁଟର ଲମ୍ବା ଲାଉ, ସେଲଫି ନେଉଛନ୍ତି ଯୁବପୀଢି...

ବୌଦ୍ଧ: ବୌଦ୍ଧ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଉଦ୍ୟାନ ବିଭାଗର ଏକ ସ୍ବତନ୍ତ୍ର ଲାଉ । ସାତ ଫୁଟରୁ ଊର୍ଦ୍ଧ୍ବ ଏହି ଲାଉ ସହିତ ବିରାଟକାୟ କଦଳୀ କାନ୍ଧି ଦେଖିବାକୁ ଖୋଦ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଥିଲେ ।

ବୌଦ୍ଧ ମହୋତ୍ସବରେ ସାତଫୁଟର ଲମ୍ବା ଲାଉ, ସେଲଫି ନେଉଛନ୍ତି ଯୁବପୀଢି...

ସେପଟେ ଏତେ ବିରାଟ ଫଳ ନିକଟରେ ବହୁ ସଂଖ୍ୟାରେ ଦର୍ଶକ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ଏଠାରେ ବୌଦ୍ଧ ମହୋତ୍ସବ ସହିତ କୃଷି ମହୋତ୍ସବ ପାଳନ ହେଉଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀଙ୍କ ଉତ୍ପାଦିତ ସର୍ବଶ୍ରେଷ୍ଠ ଫଳ ପନିପରିବାକୁ ପ୍ରଦର୍ଶିତ କରାଯାଇଛି ।

ଶୁକ୍ରବାର ଦିନ ବର୍ଷା ଯୋଗୁଁ ମହୋତ୍ସବକୁ ନେଇ ଆଶା ଆଶଙ୍କା ଲାଗିରହିଥିବାବେଳେ ହଠାତ ବର୍ଷା ଛାଡିଯିବା ଯୋଗୁଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମହୋତ୍ସବ ରେ ଆକର୍ଷଣ ର କେନ୍ଦ୍ର ପାଲଟିଲା ଲାଉ ଓ କଦଳୀ ।ସାଧାରଣ ଲୋକ ସେଲଫି ନେଉଥିବା ବେଳେ ଖୋଦ ମନ୍ତ୍ରୀ ମଧ୍ୟ ଏପରି ଫଳକୁ ଦେଖିବାକୁ ଦୀର୍ଘ ସମୟ ଅଟକି ଯାଇଥିଲେ ।
ବୌଦ୍ଧ ମହୋତ୍ସବ ର ଦ୍ବିତୀୟ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଉଦ୍ୟାନ ବିଭାଗର ଏକ ସ୍ବତନ୍ତ୍ର ଲାଉ ।ସାତ ଫୁଟରୁ ଉର୍ଦ୍ଧ୍ବ ଏହି ଲାଉ ସହିତ ବିରାଟକାୟ କଦଳୀ କାନ୍ଧି ଦେଖିବାକୁ ଖୋଦ ମୁଖ୍ୟ ଅତିଥି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଥିଲେ ।ଏତେ ବିରାଟ ଫଳ ନିକଟରେ ବହୁ ସଂଖ୍ୟକ ଦର୍ଶକ ସେଲଫି ନେବାକୁ ଭୁଲି ନଥିଲେ ।ଏଠାରେ ପ୍ରକାଶ ଥାଉକି ବୌଦ୍ଧ ମହୋତ୍ସବ ସହିତ କୃଷି ମହୋତ୍ସବ ପାଳନ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀଙ୍କ ଉତ୍ପାଦିତ ସର୍ବଶ୍ରେଷ୍ଠ ଫଳ ପନିପରିବା କୁ ପ୍ରଦର୍ଶିତ କରା ଯାଇଥିଲା ।ଶୁକ୍ରବାର ସକାଳୁ ଓ ସଂଧ୍ୟାରେ ବର୍ଷା ଯୋଗୁଁ ମହୋତ୍ସବ କୁ ନେଇ ଆଶା ଆଶଙ୍କା ଲାଗିରହିଥିବା ବେଳେ ହଠାତ ବର୍ଷା ଛାଡିଯିବା ଯୋଗୁଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ ଓ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର ଯୋଗ ଦେଇଥିଲେ ।

Body:ମହୋତ୍ସବ ରେ ଆକର୍ଷଣ ର କେନ୍ଦ୍ର ପାଲଟିଲା ସାତ ଫୁଟରୁ ଉର୍ଦ୍ଧ୍ବ ଲମ୍ବା ଲାଉ ।

Conclusion:ବାଇଟ-୧-ମିନାକ୍ଷୀ ପ୍ରଧାନ, ଦର୍ଶକ
ବାଇଟ-୨-ହିମାଂଶୁ ଶେଖର ଆଚାର୍ଯ୍ୟ, ଉଦ୍ୟାନ ଅଧିକାରୀ
ବାଇଟ-୩-ପ୍ରଫୁଲ୍ଲ କୁମାର ମଲ୍ଲିକ, ଖଣି ମନ୍ତ୍ରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.