ବୌଦ୍ଧ: ଜିଲ୍ଲା ବନଖଣ୍ଡ ବିଭାଗ ବିରୁଦ୍ଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ କରିଛି ବିଜେପି । ଏନେଇ ଶୁକ୍ରବାର ବିଜେପି ପକ୍ଷରୁ ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବନଖଣ୍ଡ ବିଭାଗ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ, ବିକ୍ଷୋଭ କଲା ବିଜେପି