ETV Bharat / state

ବୌଦ୍ଧରେ ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ସ୍ଥାପନ ପାଇଁ ବିଜେପିର ଦାବି - ବୌଦ୍ଧରେ ଅଲଟ୍ରା ସାଉଣ୍ଡ ଓ ସିଟି ସ୍କାନ ସ୍ଥାପନ ପାଇଁ ଦାବି

କୋରୋନା ମହାମାରୀ ପରିସ୍ଥିତିର ବିଭିନ୍ନ ବିଷୟ ଉପରେ ଆଲୋକପାତ ସହ ବିଭିନ୍ନ ଦାବିକୁ ନେଇ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ ...

ଜିଲ୍ଲାରେ ଅଲଟ୍ରା ସାଉଣ୍ଡ ଓ ସିଟି ସ୍କାନ ସ୍ଥାପନ ପାଇଁ ବିଜେପିର ଦାବି

author img

By

Published : May 12, 2021, 5:05 PM IST

ବୌଦ୍ଧ: ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା ଗଣ ସଂକ୍ରମିତ ହେବାକୁ ଆରମ୍ଭ କରିଥିବା ବେଳେ ଜିଲ୍ଲା ପ୍ରଶାସନ ସମସ୍ତ ରାଜନୈତିକ ଦଳକୁ ସାଙ୍ଗରେ ନେଇ କାର୍ଯ୍ୟ କରିବାକୁ ଜିଲ୍ଲା ବିଜେପି ପ୍ରସ୍ତାବ ଦେଇଛି ।

ଜିଲ୍ଲାରେ ଅଲଟ୍ରା ସାଉଣ୍ଡ ଓ ସିଟି ସ୍କାନ ସ୍ଥାପନ ପାଇଁ ବିଜେପିର ଦାବି
ଜିଲ୍ଲାରେ ଅଲଟ୍ରା ସାଉଣ୍ଡ ଓ ସିଟି ସ୍କାନ ସ୍ଥାପନ ପାଇଁ ବିଜେପିର ଦାବି

ଆଜି (ବୁଧବାର) ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷାଙ୍କ ଚିଠି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏଥିସହିତ ବିଜେପି ପକ୍ଷରୁ ବୌଦ୍ଧ ଭଳି ଜିଲ୍ଲାରେ କୋରୋନା ସମୟରେ ସିଟି ସ୍କାନ, ଅଲଟ୍ରା ସାଉଣ୍ଡ, ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସ ଭଳି ସାତୋଟି ଦାବି ଉପସ୍ଥାପନ କରାଯାଇଛି ।

ଜିଲ୍ଲାର ସମସ୍ତ ପଞ୍ଚାୟତରେ ଟିଏମସି ସେଣ୍ଟର ଗୁଡିକୁ ମଧ୍ୟ ପୁନର୍ବାର କାର୍ଯ୍ୟକ୍ଷମ କରିବା ସହ କୋରୋନା ଯୋଦ୍ଧାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.