ETV Bharat / state

ବୌଦ୍ଧ ଜିଲ୍ଲାରୁ ଏକାସାଙ୍ଗରେ ତିନୋଟି ଅହିରାଜ ସାପ ଉଦ୍ଧାର - King cobra

ଏକାସାଙ୍ଗରେ ଉଦ୍ଧାର ହେଲା ତିନି ତିନୋଟି ବିରାଟକାୟ ଅହିରାଜ ସାପ । ଶନିବାର ଏଭଳି ଏକ ଦୃଶ୍ୟ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରୁ ଏକାସାଙ୍ଗରେ ତିନୋଟି ଅହିରାଜ ସାପ ଉଦ୍ଧାର

author img

By

Published : Apr 18, 2021, 6:59 AM IST

ବୌଦ୍ଧ: ଏକାସାଙ୍ଗରେ ଉଦ୍ଧାର ହେଲା ତିନି ତିନୋଟି ବିରାଟକାୟ ଅହିରାଜ ସାପ । ଦୃତ ଗତିରେ ଜଙ୍ଗଲ କ୍ଷୟ ତଥା ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ବନ୍ୟଜନ୍ତୁ ଓ ସରୀସୃପ । ଫଳରେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ବନ୍ୟପ୍ରାଣୀ । ଶନିବାର ଏଭଳି ଏକ ଦୃଶ୍ୟ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲାରୁ ଏକାସାଙ୍ଗରେ ତିନୋଟି ଅହିରାଜ ସାପ ଉଦ୍ଧାର

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆମୁଣ୍ଡା ଗ୍ରାମ ନିକଟରେ ଶନିବାର ଏକାସାଙ୍ଗରେ ତିନି ତିନୋଟି ବିରାଟକାୟ ଅହିରାଜ ସାପ ଦେଖିବାକୁ ମିଳିଥିଲା । ଯାହାର ଲମ୍ବ 15 ଫୁଟ । ଖବର ପାଇ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ବିଭାଗ, ବୌଦ୍ଧ ଜଙ୍ଗଲ ବିଭାଗ, ସ୍ନେକ ହେଲ୍‌ପ ଲାଇନର ସହାୟତାରେ ଉକ୍ତ ତିନୋଟି ବିରାଟକାୟ ସାପକୁ ଉଦ୍ଧାର କରି କୁଶଙ୍ଗ ଅଭୟାରଣ୍ୟ ମଧ୍ୟରେ ଥିବା ପଦ୍ମତୋଳା ବନ୍ଧ ନିକଟରେ ଛାଡିଥିବା ସୂଚନା ମିଳିଛି ।

ଏଭଳି ଘଟଣା ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଥିବା ବେଳେ ପରିବେଶବିତ ଏହା ଶୁଭ ସୂଚନା ବୋଲି ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.