ETV Bharat / state

ଉଠିଲା ମହାଦୀପ, ଦର୍ଶନ ସହ ଉପବାସ ଭାଙ୍ଗିଲେ ଶ୍ରଦ୍ଧାଳୁ

author img

By

Published : Feb 22, 2020, 5:33 AM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହା ଆନନ୍ଦ ଉଲ୍ଲାସର ସହ ସମାପନ ହେଲା ଦେବଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା। ରାତ୍ରର ତୃତୀୟ ପ୍ରହରରେ ବିଭିନ୍ନ ଶୈବପୀଠରେ ଉଠିଲା ମହାଦୀପ।

bkakta compilte their fasting brat
ଉଠିଲା ମହାଦୀପ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହାଆନନ୍ଦ ଉଲ୍ଲାସର ସହ ସମାପନ ହେଲା ଦେବଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା। ରାତ୍ରର ତୃତୀୟ ପ୍ରହରରେ ବିଭିନ୍ନ ଶୈବପୀଠରେ ଉଠିଲା ମହାଦୀପ। ଫଳରେ ନିଷ୍ଠା ଓ କାଷ୍ଠାର ସହିତ ବ୍ରତ ଧାରଣ ପୂର୍ବକ ଦୀପ ଜାଳି ଉଜାଗର ରହିଥିବା ଶ୍ରଦ୍ଧାଳୁ ପ୍ରଭୁ ଶିବଙ୍କୁ ଦର୍ଶନ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ଶୈବପୀଠ ଗୁଡିକରେ ସନ୍ଧ୍ୟା ସମୟରୁ ପ୍ରବଳ ଭିଡ ଲାଗି ରହିଥିଲା। ପ୍ରତ୍ୟେକ ଶିବାଳୟରେ ଶ୍ରଦ୍ଧାଳୁ ମାନେ ଦୀପ ପ୍ରଜ୍ବଳନ କରି ଉଜାଗର ରହିଥିଲେ।

ବିଶ୍ବ ପ୍ରସିଦ୍ଧ ଗନ୍ଧରାଡିର ପୀଠରେ ହରିହରଙ୍କ ନିଆରା ଜାଗର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବୌଦ୍ଧର ରାମେଶ୍ବର, ଚନ୍ଦ୍ରଚୂଡ ଓ ମାତଙ୍ଗେଶ୍ବର ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରାତ୍ରର ତୃତୀୟ ପ୍ରହରରେ ମନ୍ଦିରରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ ମାନେ ମହାଦେବଙ୍କୁ ଦର୍ଶନ କରିଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.