ETV Bharat / state

93 ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ - ganja seized

ବୌଦ୍ଧରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ । ଶନିବାର 31 ଏକର ଜମିରେ ଚାଷ ହେଉଥିବା ଗଞ୍ଜେଇ ଗଛ ନଷ୍ଟ କରିଛି ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ganja seized
ବୌଦ୍ଧରେ 93 ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ
author img

By

Published : Dec 21, 2019, 9:19 PM IST

ବୌଦ୍ଧ: ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଓ ବନ ବିଭାଗ ଆମ୍ବଝରୀ ପଞ୍ଚାୟତର ଗୋଛାପଡା ଗାଁରେ ମିଳିତ ଭାବେ ଚଢାଉ କରି ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପ୍ରାୟ 31 ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା ।

ବୌଦ୍ଧରେ 93 ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଖବର ପାଇ ଅବକାରୀ ବିଭାଗ ଓ ବନବିଭାଗ ମିଳିତ ଭାବେ ଚଢାଉ କରି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ 93 ଲକ୍ଷ ଟଙ୍କା ହେବ । ବର୍ତ୍ତମାନ ସୁଦ୍ଧା 888 ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 2700 କୋଟି ଟଙ୍କା ହେବ । ଏହି ଚଢାଉକୁ ଆହୁରି ବ୍ୟାପକ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଅମଳ ହେବା ଆରମ୍ଭ ହେଲାଣି ବେଆଇନ ଗଞ୍ଜେଇ ଚାଷ ।ଆଉ ତାକୁ ସମୂଳେ ନଷ୍ଟ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ମିଶନରେ ପ୍ରାୟ ସତେଇଶ ଶହ କୋଟି ଟଙ୍କାର ଗଞ୍ଜେଇ କୁ ଧ୍ବଂସ କରାଯାଇଥିବା ବିଭାଗ ସୂଚନା ଦେଇଛି ।
ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଶନିବାର ଅବକାରୀ ବିଭାଗ ଏକ ଛୋଟ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ସମୟରେ ଏକ ବଡ ଧରଣର ଗଞ୍ଜେଇ ଚାଷ କୁ ପାଇ ନଷ୍ଟ କରିଛି ।ଶନିବାର ଅବକାରୀ, ଜଙ୍ଗଲ ଓ ପୋଲିସ ମିଳିତ ଭାବେ ଆମ୍ବଝରୀ ପଞ୍ଚାୟତ ର ଗୋଛାପଡା ଗାଁ ନିକଟରେ ଏକ ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିଥିଲେ ।ସେଠାରୁ ସେମାନେ ଖୋଜୁଖୋଜୁ ଆହୁରି ବିରାଟକାୟ ଜଙ୍ଗଲ ଜମିରେ ଏହି ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଦେଖି ତାକୁ କାଟି ପୋଡି ଦେଇଥିଲେ ।ପ୍ରାୟ ଏକତିରିଶ ଏକର ଜମିରେ ତେୟାନବେ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।ଏଥିସହ ଅଦ୍ୟାବଧି ବୌଦ୍ଧ ଜିଲ୍ଲାରେ କେବଳ ଅବକାରୀ ବିଭାଗର ମିଳିତ ଚଢାଉରେ ଆଠ ଶହ ଅଠାଅଶି ଏକର ଜଙ୍ଗଲ ଜମିରେ ହୋଇଥିବା ଏହି ବେଆଇନ ଗଞ୍ଜେଇ ଚାଷ ଯାହାର ଆନୁମାନିକ ମୂଲ୍ୟ ସତେଇଶ ଶହ କୋଟି ଟଙ୍କା ହେବ,ତାକୁ ନଷ୍ଟ କରାଯାଇଛି ।ଏହି ବେଆଇନ ଗଞ୍ଜେଇ ଚାଷ ପଛରେ ଜିଲ୍ଲାର ବଡବଡ ଲୋକଙ୍କ ପ୍ରଛଦ ହାତ ରହିଥିବା ଆଲୋଚନା ହେଉଛି।ଏବେ ଗଞ୍ଜେଇ ଅମଳ ସମୟ ହୋଇଯାଇଥିବାରୁ ଏହି ଚଢାଉକୁ ଆହୁରି ବ୍ୟାପକ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।ଆଜିର ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସତ୍ୟଜିତ ମହାପାତ୍ର ଉପସ୍ଥିତ ଥିଲେ ।

Body:ବୌଦ୍ଧ ଜିଲ୍ଲାରେ ଅଦ୍ୟାବଧି ସତେଇଶ ଶହ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି ।

Conclusion:ବାଇଟ-୧-କୃଷ୍ଣ ଚନ୍ଦ୍ର ପରିଡା,ଅବକାରୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.