ETV Bharat / state

ସୁସ୍ଥ ଶରୀର ପାଇଁ ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ଯୋଗ - Freedom Fighter Gaur Mohan Mishra

ଆଜି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ସୁସ୍ଥ ଶରୀର ପାଇଁ ଯୋଗର ଉପାଦେୟତା ସମ୍ପର୍କରେ ବୌଦ୍ଧର ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର ନିଜ ଅନୁଭୂତି ଇଟିଭି ଭାରତ ଆଗରେ ବର୍ଣ୍ଣନା କରିଥିଲେ ।

ଶତାୟୁ ସ୍ବାଧୀନତା ସଂଗ୍ରାମୀ ପାଳନ କଲେ ବିଶ୍ବ ଯୋଗ ଦିବସ

author img

By

Published : Jun 21, 2020, 1:53 PM IST

Updated : Jun 21, 2020, 4:15 PM IST

ବୌଦ୍ଧ: ଶତାୟୁ ସ୍ବାଧୀନତା ସଂଗ୍ରାମୀ ପାଳିଲେ ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ସଂଗ୍ରାମୀ ଗୌରମୋହନ ମିଶ୍ର ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଯୋଗର ଉପାଦେୟତା ବର୍ଣ୍ଣନା କରିଥିଲେ ।

ସୁସ୍ଥ ଶରୀର ପାଇଁ ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ଯୋଗ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଯୋଗ ଦିବସ ପାଳନ କରାଯାଇଛି । କୋରୋନା ସଂକ୍ରମଣ ଆଶଙ୍କାରେ ଗୋଷ୍ଠୀଗତ ଯୋଗ ଉତ୍ସବ ପାଳନ କରାନଯାଇ ନିଜନିଜ ଘରେ ଯୋଗ ପ୍ରାଣାୟମ କରାଯାଇଛି । ଏହି ଅବସରରେ ସୁସ୍ଥ ଶରୀର ପାଇଁ ଯୋଗର ଉପାଦେୟତା ସମ୍ପର୍କରେ ବୌଦ୍ଧର ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର ନିଜ ଅନୁଭୂତି ଇଟିଭି ଭାରତ ଆଗରେ ବର୍ଣ୍ଣନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 21, 2020, 4:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.