ETV Bharat / state

ବିଦ୍ୟୁତ ଆଘାତରେ ମହିଳା ମୃତ - ବିଦେଇପୁର ପାଳ ଗାଁରେ ବିଦ୍ୟୁତ ଆଘାତରେ ମହିଳା ମୃତ

ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏପରି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ଗୋପବନ୍ଧୁ ନଗର ପଞ୍ଚାୟତ ବିଦେଇପୁର ପାଳ ଗାଁରେ। ମୃତ ମହିଳା ଜଣଙ୍କ ଉକ୍ତ ଗ୍ରାମର କର୍ମଚାନ୍ଦ ସେନାପତିଙ୍କ ପତ୍ନୀ କଳ୍ପନା ସେନାପତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Nov 6, 2019, 8:49 PM IST

ଭଦ୍ରକ: ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏପରି ଅଘଟଣ ଘଟିଛି ଭଦ୍ରକ ବାସୁଦେବପୁର ବ୍ଲକ ଗୋପବନ୍ଧୁ ନଗର ପଞ୍ଚାୟତ ବିଦେଇପୁର ପାଳ ଗାଁରେ। ମୃତ ମହିଳା ଜଣଙ୍କ ଉକ୍ତ ଗ୍ରାମର କର୍ମଚାନ୍ଦ ସେନାପତିଙ୍କ ପତ୍ନୀ କଳ୍ପନା ସେନାପତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବୁଧବାର କଳ୍ପନା ନିଜ ବାଡ଼ିରେ କାମ କରୁଥିବାବେଳେ ବାଡ଼ିରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧରି ପକାଇଥିଲେ। ଦୁଃଭାଗ୍ୟବଶତଃ ବିଦ୍ୟୁତ ଖୁଣ୍ଟଟି କୌଣସି କାରଣରୁ ଚାର୍ଜ ହେଇଯାଇଥିବାରୁ କଳ୍ପନା ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ପରିବାର ଲୋକ ତାଙ୍କୁ ବାସୁଦେବପୁର ମେଡିକାଲକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

Intro:SLUG : LADY DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 06.11.2019

ANCHOR : ବିଦ୍ୟୁତ ଆଘାତରେ ମହିଳା ମୃତ। ଏପରି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ଗୋପବନ୍ଧୁ ନଗର ପଂଚାୟତ ବିଦେଇପୁର ପାଳ ଗାଁରେ। ମୃତ ମହିଳା ହେଲେ ସେହି ଗାଁର କର୍ମଚାନ୍ଦ ସେନାପତିଙ୍କ ପତ୍ନୀ କଳ୍ପନା ସେନାପତି। Body:ସୂଚନା ଅନୁଯାୟୀ କଳ୍ପନା ନିଜ ବାଡ଼ିରେ କାମ କରୁଥିବାବେଳେ ବାଡ଼ି ଦେଇ ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧରି ପକାଇଥିଲେ। ଦୁର୍ଭାଗ୍ଯବସତ ବିଦ୍ୟୁତ ଖୁଣ୍ଟ ଟି କୌଣସି କାରଣରୁ ଚାର୍ଜ ହେଇଯାଇଥିବାରୁ କଳ୍ପନା ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ସଂଜ୍ଞାହୀନ ହେଇ ସେ ତଳେ ପଡ଼ିଯାଇଥିଲେ। ପରେ ପରିବାର ଲୋକ ତାଙ୍କୁ ଉଧାର କରି ବାସୁଦେବପୁର ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.