ETV Bharat / state

ଭିଜିଲାନ୍ସ ଜାଲରେ କଇଥକୋଲା RI - କଇଥକୋଲା RI ଗିରଫ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ କଇଥକୋଲା ରାଜସ୍ଵ ନିରୀକ୍ଷକ (RI) ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ କଇଥକୋଲା RI
ଭିଜିଲାନ୍ସ ଜାଲରେ କଇଥକୋଲା RI
author img

By

Published : Dec 24, 2020, 9:52 AM IST

ଭଦ୍ରକ: ଭିଜିଲାନ୍ସ ଜାଲରେ ଆରଆଇ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ କଇଥକୋଲା ରାଜସ୍ଵ ନିରୀକ୍ଷକ (RI) ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।

ଭିଜିଲାନ୍ସ ଜାଲରେ କଇଥକୋଲା RI

କଇଥଖୋଲା ଗାଁର ସତ୍ୟବ୍ରତ ମାଇତି ଜମି ନାମଜାରି ପାଇଁ ବାରମ୍ବାର RI ଅଫିସକୁ ଦୌଡ଼ି ଦୌଡ଼ି ମଧ୍ୟ ତାଙ୍କର କାମ ହୋଇ ପାରୁ ନଥିଲା । ଶେଷରେ ପ୍ରତି କେଶ ପିଛା ୧୦୦୦ ଟଙ୍କା ଦେଲେ କାମ ହୋଇଯିବ ବୋଲି RI ତାଙ୍କୁ କହିଥିଲେ।

ଆଉ ସତ୍ୟବ୍ରତଙ୍କର ୭ଟି କେଶ ଥିଲା। ସେଥିପାଇଁ ୭୦୦୦ ଟଙ୍କା ଦେବାକୁ RI ତାଙ୍କୁ କହିଥିଲେ। ଶେଷରେ ସତ୍ୟବ୍ରତ ଭଦ୍ରକ ଭିଜିଲାନ୍ସକୁ ଯାଇଥିଲେ । ବୁଧବାର ସବୁ ଯୋଜନା ମୁତାବକ ଅଫିସରେ ସତ୍ୟବ୍ରତ ଠାରୁ ୭୦୦୦ ଟଙ୍କା ଲାଞ୍ଚ ନେବାବେଳେ RI କୃଷ୍ଣଚନ୍ଦ୍ର ଦାସକୁ ଗିରଫ କରିଥିଲେ ଭିଜିଲାନ୍ସ ବିଭାଗ। ଏହି ଚଢ଼ାଉରେ ଭଦ୍ରକ ଭିଜିଲାନ୍ସ ଡିଏସପି ଡମ୍ବୁରୁ ଚରଣ ମୁର୍ମୁ ସମେତ ତିନିଜଣ କର୍ମଚାରୀ ସାମିଲ ହୋଇଥିଲେ ବୋଲି ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.