ETV Bharat / state

ରାସ୍ତାରେ ଜଳିଗଲା ପିକଅପ ଭ୍ୟାନ - Bhadrak

ରାସ୍ତା ମଝିରେ ପିକଅପ ଭ୍ୟାନରେ ଲାଗିଲା ନିଆଁ । ଦୁର୍ଘଟଣାରୁ ଅଳ୍ବକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ମୃଦୁପାନୀୟ ନେଉଥିବା ଗାଡିିଟି ନଳାଙ୍ଗରୁ ଭଦ୍ରକକୁ ଯାଉଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 17, 2019, 2:07 PM IST

ଭଦ୍ରକ: ରାସ୍ତା ମଝିରେ ଜଳି ଉଠିଲା ପିକଅପ ଭ୍ୟାନ । 16 ନଂ ଜାତୀୟ ରାଜପଥ ନଳାଙ୍ଗ ଛକ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାଯୋଗ୍ୟ, ଗତ ଗୁରୁବାର ନଳାଙ୍ଗ ଛକସ୍ଥିତ ଏକ ଗୋଦାମରୁ ପିକଅପ ଭ୍ୟାନଟି ମୃଦୁ ପାନୀୟ ନେଇ ଭଦ୍ରକ ଯାଉଥିଲା । ତେବେ କୌଣସି କାରଣରୁ ହଠାତ ଗାଡିଟିରେ ନିଆଁ ଲାଗିଥିଲା । ଗାଡିରେ ନିଆଁ ଲାଗିଥିବା ଜାଣି ଡ୍ରାଇଭର ଜଣକ ଓହ୍ଲାଇ ପଡିଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ସେପଟେ, ଘଟଣାବିଷୟରେ ଭଣ୍ଡାରପୋଖରୀ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : VEHICLE IN FIRE RS
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 17.05.2019

ANCHOR : 16 ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଛକ ଠାରେ ହୁତୁ ହୁତୁ ହୋଇ ଜଳିଗଲା ପିକଅପ ଭ୍ଯାନ। ଭ୍ଯାନ ରେ ମୃଦୁ ପାନିଅ ଲିଚି ବୋଝେଇ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗୁରୁବାର ଦିନ ନଳାଙ୍ଗ ଛକ ସ୍ଥିତ ଏକ ଗୋଦାମରୁ ପିକଅପ ଭ୍ୟାନଟି କିଛି ଲିଚି ନାମକ ମୃଦୁ ପାନିଅ ନେଇ ଭଦ୍ରକ ଯାଉଥିଲା। ତେବେ କୌଣସି କାରଣରୁ ଗାଡ଼ିଟି ହଟାତ ଜଳିବାକୁ ଲାଗିଥିଲା। ଗାଡ଼ିରେ ନିଆଁ ଲାଗିବା ଦେଖି ପ୍ରାଣ ବିକଳରେ ଡ୍ରାଇଭର ଗାଡ଼ିରୁ ଓଲ୍ହେଇ ପଡ଼ିଥିଲେେ। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ହୁଡୁହୁଡୁ ନିଆଁ ରେ ଭ୍ୟାନଟି ପୁରା ପୋଡି ପାଉଁଶ ହୋଇଯାଇଛି। ଜାତୀୟ ରାଜପଥ ଉପରେ ନିଆଁ କିଛି ସମୟ ପାଇଁ ବହୁତ ଜୋରରେ ଜଳିଥିଲା। ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.