ETV Bharat / state

ପବନ ସହ ପ୍ରବଳ ବର୍ଷା, ବିଦ୍ୟୁତ ସେବା ବ୍ୟାହାତ

author img

By

Published : May 7, 2021, 8:42 PM IST

କାଳବୈଶାଖୀ ପ୍ରଭାବରେ ଭଦ୍ରକରେ ବିଜୁଳି ଘଡ଼ଘଡ଼ି ସହ ଅତ୍ୟଧିକ ବେଗରେ ପବନ ଓ ପ୍ରବଳ ବର୍ଷା ହୋଇଥିଲା । ଅଧିକ ପଢନ୍ତୁ...

ପବନ ସହ ପ୍ରବଳ ବର୍ଷା, ବିଦ୍ୟୁତ ସେବା ବ୍ୟାହତ
ପବନ ସହ ପ୍ରବଳ ବର୍ଷା, ବିଦ୍ୟୁତ ସେବା ବ୍ୟାହତ

ଭଦ୍ରକ: ଆଜି(ଶୁକ୍ରବାର) କାଳବୈଶାଖୀ ପ୍ରଭାବରେ ଭଦ୍ରକରେ ବିଜୁଳି ଘଡ଼ଘଡ଼ି ସହ ଅତ୍ୟଧିକ ବେଗରେ ପବନ ଓ ପ୍ରବଳ ବର୍ଷା ହୋଇଥିଲା । ଅପରାହ୍ନ ସମୟରେ ଆକାଶରେ କଳା ବାଦଲ ଘୋଟିଆସିବା ପରେ ବିଜୁଳି ଓ ଘଡଘଡି ସହ ପ୍ରବଳ ପବନ ବୋହିଥିଲା ।

ପବନ ସହ ପ୍ରବଳ ବର୍ଷା, ବିଦ୍ୟୁତ ସେବା ବ୍ୟାହତ

ପରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପ୍ରବଳ ବର୍ଷା ଜାରି ରହିଥିଲା । କାଳବୈଶାଖୀ ବର୍ଷା ହେବା ଯୋଗୁଁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ସତ ହେଲେ ବିଦ୍ୟୁତ ସରବରାହ ବ୍ୟାହତ ହେବା ଯୋଗୁଁ ଜାରି ରହିଥିବା ଲକଡାଉନ ଯୋଗୁଁ ଘରେ ଥିବା ସମୟରେ ଲୋକମାନଙ୍କ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.