ETV Bharat / state

ଚୋରକୁ ନିସ୍ତୁକ ମାଡ, ଗାଁ ଲୋକେ ପିନ୍ଧାଇଲେ ଜୋତାମାଳ - bhadrak

ଗାଁ ଲୋକେ ପିନ୍ଧାଇଲେ ଜୋତାମାଳ, ଚପଲରେ ନିର୍ଧୁମ ଛେଚିଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ବିଷ୍ଣୁପୁର ମଧୁସୂଦନପୁର ଗ୍ରାମରେ ଚୋରକୁ ଘେରି ମାରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

theif beaten by villager in bhadrak
ଚୋରକୁ ନିସ୍ତୁକ ମାଡ
author img

By

Published : Feb 9, 2020, 6:22 PM IST

ଭଦ୍ରକ: ଚୋରି କରିବା ପଡିଲା ମହଙ୍ଗା । ଚପଲରେ ନିର୍ଧୁମ ଛେଚା ଖାଇଲା ଚୋର । କେବଳ ଏତିକି ନୁହେଁ ଚୋରକୁ ଜୋତାମାଳ ମଧ୍ୟ ପିନ୍ଧାଇଛନ୍ତି ଲୋକେ । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ବିଷ୍ଣୁପୁର ମଧୁସୂଦନପୁର ଗ୍ରାମରେ ।

ଚୋରକୁ ନିସ୍ତୁକ ମାଡ

ଖବର ଅନୁଯାୟୀ ଗ୍ରାମର ଜଣଙ୍କ ଘରେ ଚୋର ଚୋରି କରିବା ଆରମ୍ଭ କରିଥିଲା। ଏହି ସମୟରେ ଘଟଣାଟି ପରିବାର ଲୋକେ ଜାଣିପାରି ତାକୁ କାବୁ କରିବା ସହ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ପରେ ଗ୍ରାମବାସୀ ଏକଜୁଟ ହୋଇ ଚୋରକୁ ଚପଲରେ ନିର୍ଧୁମ ଛେଚିବା ସହ ଜୋତାମାଳ ପିନ୍ଧାଇଥିଲେ । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : THIEF ATTACK
FORMAT : AVO
REPORT : DEBASIS MOHAPATRA / BHADRAK
DATE : 09.02.2020

ANCHOR : ଚୋରକୁ ନିର୍ଧୁମ ଚପଲ ରେ ମାରିବା ସହ ଜୋତା ମାଳ ପିନ୍ଧାଇଥିଲେ ଲୋକ। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ବିଷ୍ଣୁପୁର ମଧୁସୂଦନ ପୁର ଗ୍ରାମରେ। ଖବର ଅନୁଯାୟୀ ଗ୍ରାମର ଜଣଙ୍କ ଘରେ ଚୋର ଜଣକ ଚୋରି କରିବା ଆରମ୍ଭ କରିଥିଲା। ଏହିସମୟରେ ଘଟଣା ଟି ପରିବାର ଲୋକେ ଜାଣିପାରି , ତାକୁ କାବୁ କରିବା ସହ ଗ୍ରାମବାସୀ ଙ୍କୁ ଅବଗତ କରାଇଥିଲେ। Body:ପରେ ଗ୍ରାମବାସୀ ଏକଜୁଟ ହୋଇ ଚୋରକୁ ଚପଲ ରେ ନିର୍ଧୁମ ଛେଚିବା ସହ ଜୋତା ମାଳ ପିନ୍ଧାଇଥିଲେ। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି, ସମ୍ପୃକ୍ତ ଯୁବକକୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.