ETV Bharat / state

ନର୍ସିଂହୋମ ଛାତରୁ ଖସି ସୁଇପର ମୃତ

ପାଢୀ ନର୍ସିଂ ହୋମର ଛାତରୁ ପଡି ଜଣେ ସୁଇପର ମୃତ । ମୃତକ ହେଲେ ବାଲେଶ୍ବର ଜିଲ୍ଲା ଏକାଦୋଳୀ ଅଞ୍ଚଳର ମହେଶ୍ବର ଦାସ । ଭଦ୍ରକ ଜିଲ୍ଲାରେ ଘଟିଛି ଏଭଳି ଦୁଃଖଦ ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 30, 2019, 10:12 PM IST

ଭଦ୍ରକ: ନର୍ସିଂହୋମ ଛାତରୁ ପଡି ସୁଇପର ମୃତ । ଭଦ୍ରକ ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ହେଲେ ବାଲେଶ୍ବର ଜିଲ୍ଲା ଏକାଦୋଳୀ ଅଞ୍ଚଳର ମହେଶ୍ବର ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ମହେଶ୍ବର ଦୀର୍ଘ ଦିନ ହେଲାଣି ଗାନ୍ଧୀ ପଡିଆ ଅଞ୍ଚଳରେ ଥିବା ପାଢୀ ନର୍ସିଂହୋମରେ ସୁଇପର ଭାବେ କାର୍ଯ୍ୟ କରୁଥିଲେ । ସବୁଦିନ ଭଳି ଆଜି ମଧ୍ୟ କାମ କରିବାକୁ ଯାଇଥିଲେ । ହେଲେ ନର୍ସିଂହୋମର ତୃତୀୟ ମହଲା ଛାତରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ମହେଶ୍ବରର ପରିବାର ଲୋକେ ତାଙ୍କୁ ଛାତ ଉପରୁ ଠେଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.