ETV Bharat / state

ରାଜ୍ୟ ସମବାୟ ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ

author img

By

Published : Sep 8, 2019, 11:05 PM IST

ଭଦ୍ରକ ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଆବାହକରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଆବହତ୍ବରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ହଜାର ହଜାର କର୍ମୀଙ୍କ ସହ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଙ୍କୁ ଗେଲପୁର ଛକ ଠାରେ ସ୍ବାଗତ କରିଥିଲେ । ଏହା ପରେ ଏକ ବିଶାଳ ବାଇକ ରାଲିରେ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚି ଥିଲେ । ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ୫ଟି ବିଧାନସଭା ମଣ୍ଡଳିର ଦଳୀୟ ବିଧାୟକ, ସାଂସଦ ଓ ବିଜୁଯୁବ, ମହିଳା, ଛାତ୍ର ସଂଗଠନର ମୁଖ୍ୟମାନେ ଯୋଗ ଦେଇଥିଲେ । ଦଳ ସୁପ୍ରିମୋଙ୍କ ଲକ୍ଷ୍ୟ ଅନୁସାରେ ପ୍ରତି ୱାର୍ଡରେ ୧୦୦ ସଭ୍ୟ ସଂଗ୍ରହ କରିବା ଓ ଦଳରେ ଅର୍ନ୍ତଦ୍ବନ୍ଦର ର ପୂର୍ଣ୍ଣଛେଦ ପକାଇବାକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ବରିଷ୍ଠ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଦଳକୁ ତୃଣମୂଳ ସ୍ତରୁର ମଜବୁତ କରିବା ସହ ସଦସ୍ୟତା ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି । ଏହି ବୈଠକରେ ଦଳର ବହୁସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଯୋଗଦେଇଥିଲେ ।

ଭଦ୍ରକ ରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MINISTER VISIT
FORMAT : AVB
REPORT : DEBASIS MOHAPATRA / BHADRAK
DATE : 08.09.2019

ANCHOR : ଭଦ୍ରଜ ସହରାଞ୍ଚଳ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଆବହତ୍ବରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ। Body:ANCHOR : ଭଦ୍ରଜ ସହରାଞ୍ଚଳ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଆବହତ୍ବରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ। ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ ହଜାର ହଜାର କର୍ମୀଙ୍କ ସହ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଙ୍କୁ ଗେଲପୁର ଛକ ଠାରେ ସ୍ବାଗତ କରିବା ପରେ ଏକ ବିଶାଳ ବାଇକ ରାଲିରେ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚି ଥିଲେ।ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ୫ଟି ବିଧାନସଭା ମଣ୍ଡଳିର ଦଳିୟ ବିଧାୟକ, ସାଂସଦ ଓ ବିଜୁଯୁବ, ମହିଳା, ଛାତ୍ର ସଂଗଠନର ମୂଖ୍ୟମାନେ ଯୋଗ ଦେଇଥିଲେ। ଦଳ ସୁପ୍ରିମୋ ଙ୍କ ଲକ୍ଷ ଅନୁସାରେ ପ୍ରତି ୱାଡରେ ୧୦୦ ସଭ୍ୟ ସଂଗ୍ରହ ଓ ଅର୍ନ୍ତଦ୍ବନ୍ଦର ର ପୂୂର୍ଣ୍ଣଛେଦ ପକାଇବାକୁ ଶ୍ରୀ ସ୍ବାଇଁ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ବରିଷ୍ଠ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।
Bite : ରଣେନ୍ଦ୍ର ପ୍ରତାପ ସ୍ବାଇଁ_ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.