ETV Bharat / state

ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ

author img

By

Published : May 12, 2020, 11:13 PM IST

Updated : May 13, 2020, 10:57 AM IST

ଆନ୍ଧ୍ରପ୍ରଦେଶ ମଙ୍ଗଳଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଆସିଥିବା ଏହି ସ୍ବତନ୍ତ୍ର ଟ୍ରେନରେ 400 ପ୍ରବାସୀ ଓଡ଼ିଆ ଷ୍ଟେସନରେ ଓହ୍ଲାଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

Special labour train, special labour train reached bhadrak, bhadrak latest news, migrant labours returned odisha, migrants reached bhadrak, ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ରାଜ୍ୟ ଫେରିଲେ ପ୍ରବାସୀ ଓଡିଆ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକ ଆସିଲେ ପ୍ରବାସୀ ଓଡିଆ, ଭଦ୍ରକ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ
ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ବତନ୍ତ୍ର ଟ୍ରେନ । ପ୍ରଶାସନ ପକ୍ଷରୁ ଏନେଇ ପଞ୍ଜୀକରଣ ଓ ଡାକ୍ତରମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶ ମଙ୍ଗଳଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଆସିଥିବା ଏହି ସ୍ବତନ୍ତ୍ର ଟ୍ରେନରେ 400 ପ୍ରବାସୀ ଓଡ଼ିଆ ଷ୍ଟେସନରେ ଓହ୍ଲାଇଥିବା ଜଣାପଡିଛି । ଏହି ପ୍ରବାସୀ ଓଡ଼ିଆଙ୍କ ଆଗମନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ତେବେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କ ନାଁ ପଞ୍ଜୀକରଣ କରିବା ସହ ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା । ନିଜ ପଞ୍ଚାୟତ କି ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (TMC)ରେ ସେମାନଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ସୂଚନା ଅନୁଯାୟୀ ଏହି ଟ୍ରେନରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡା ଓ ଅନ୍ୟ କିଛି ଜିଲ୍ଲାର ଲୋକମାନେ ଆସିଥିବାର ସୂଚନା ମିଳିଛି । ସେହିପରି ବୁଧବାର ଅନ୍ୟ ଏକ ସ୍ବତନ୍ତ୍ର ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିବ ବୋଲି ଜଣା ପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 13, 2020, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.