ETV Bharat / state

ଭଦ୍ରକରେ ପୁଣି ନାଗ ଆତଙ୍କ, ଧାମ ନଗରରୁ ଧରା ହେଲେ 20ରୁ ଊର୍ଦ୍ଧ୍ଵ ନାଗସାପ - dhamnagar

କିଛି ଦିନର ବ୍ୟବଧାନରେ ପୁଣି ଭଦ୍ରକର ଧାମ ନଗରରୁ 20ଟି ନାଗସାପ ସହ 25ଟି ଅଣ୍ଡା ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jul 10, 2019, 7:33 PM IST

ଭଦ୍ରକ: ପୁଣି ନାଗ ସାପ ଆତଙ୍କ। ଧାମନଗର ଥାନା ଖଡିପଦା ପଞ୍ଚାୟତ ଦକ୍ଷିଣ କୁରୁଆ ଗାଁର ରାମ ଦାସଙ୍କ ଘରୁ କୋଡ଼ିଏରୁ ଉର୍ଦ୍ଧ୍ଵ ନାଗ ସାପ ସହ ପଚିଶଟି ଅଣ୍ଡା ଉଦ୍ଧାର ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ, ପରିବାର ଲୋକେ ଘର ଭିତରେ ଗୋଟିଏ ନାଗ ସାପ ଖେଳୁଥିବା ଦେଖି ଆତଙ୍କିତ ହୋଇ ଯାଇଥିଲେ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ସୂଚନା ପାଇ ହେଲପ ଲାଇନ ଘଟଣାସ୍ଥଳରେ ପହଞ୍ଚି ରାମ ଦାସଙ୍କ ଘରୁ କୋଡ଼ିଏରୁ ଉର୍ଦ୍ଧ୍ଵ ନାଗ ସାପ ସହ 25ଟି ଅଣ୍ଡା ଉଦ୍ଧାର କରିଥିଲେ ।

ତେବେ ଅଣ୍ଡା ମଧ୍ୟରୁ ଛଅଟି ଅଣ୍ଡା ଜୀବନ୍ତ ଥିବା ବେଳେ ଅନ୍ୟ 19ଟି ଅଣ୍ଡାରୁ ଛୁଆ ଫୁଟି ବାହାରି ଯାଇଥିବା ଜଣାପଡ଼ିଛି। ଧାମନଗର ସମେତ ଆଖପାଖ ଅଞ୍ଚଳରୁ ବିଗତ କିଛି ଦିନ ହେବ ବହୁ ସଂଖ୍ୟାରେ ସାପ ଉଦ୍ଧାର ନେଇ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ପୁଣି ନାଗ ସାପ ଆତଙ୍କ। ସୂଚନା ଅନୁଯାୟୀ ଧାମନଗର ଥାନା ଖଡିପଦା ପଞ୍ଚାୟତ ଦଖିଣକୁରୁଆ ଗ୍ରାମର ରାମ ଦାସଙ୍କ ଘରୁ କୋଡ଼ିଏରୁ ଉର୍ଦ୍ଧ୍ଵ ନାଗ ସାପ ସହ ପଚିଶଟି ଅଣ୍ଡା ଉଦ୍ଧାର। Body:ପୁଣି ନାଗ ସାପ ଆତଙ୍କ। ସୂଚନା ଅନୁଯାୟୀ ଧାମନଗର ଥାନା ଖଡିପଦା ପଞ୍ଚାୟତ ଦଖିଣକୁରୁଆ ଗ୍ରାମର ରାମ ଦାସଙ୍କ ଘରୁ କୋଡ଼ିଏରୁ ଉର୍ଦ୍ଧ୍ଵ ନାଗ ସାପ ସହ ପଚିଶଟି ଅଣ୍ଡା ଉଦ୍ଧାର। ପରିବାର ଲୋକେ ଘର ଭିତରେ ଗୋଟିଏ ନାଗ ସାପ ଖେଳୁଥିବା ଦେଖି ଆତଙ୍କିତ ହୋଇ ଯାଇଥିଲେ। ଏନେଇ ସାପ ଧରାଳି ମିର୍ଜା ଙ୍କୁ ଯୋଗାଯୋଗ କରିଥିଲେ। ସୂଚନା ପାଇ ମିର୍ଜା ଘଟଣା ସ୍ଥଳରେ ପହଞ୍ଚି ଘରୁ କୋଡ଼ିଏରୁ ଉର୍ଦ୍ଧ୍ଵ ନାଗ ସାପ ସହ ପଚିଶଟି ଅଣ୍ଡା ଉଦ୍ଧାର କରିଥିଲେ। ତେବେ ପଚିଶଟି ଅଣ୍ଡା ମଧ୍ୟରୁ ଛଅଟି ଅଣ୍ଡା ଜୀବନ୍ତ ଥିବା ବେଳେ ଅନ୍ୟ ଉଣେଇଶିଟି ଅଣ୍ଡାରୁ ଛୁଆ ଫୁଟି ବାହାରି ଯାଇଥିବା ଜଣାପଡ଼ିଛି। ଧାମନଗର ସମେତ ଆଖ ପାଖ ଅଞ୍ଚଳରୁ ବିଗତ କିଛି ଦିନ ହେବ ବହୁ ସଂଖ୍ୟାରେ ସାପ ଉଦ୍ଧାର ନେଇ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.