ETV Bharat / state

ଅଗ୍ନିକାଣ୍ଡରେ 7 ପରିବାରର 10 ବଖରା ଘର ପୋଡିପାଉଁଶ

author img

By

Published : Jan 22, 2020, 9:08 PM IST

ବଳିବିନ୍ଧା ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି। ଅଧିକ ପଢନ୍ତୁ....

bhadrak
ଅଗ୍ନକାଣ୍ଡରେ 7 ପରିବାରର 10 ବଖରା ଘର ପୋଡି ପାଉଁଶ

ଭଦ୍ରକ: ଜିଲ୍ଲାର ବାସୁଦେବପୁର ପୌରପାଳିକାର 19 ନମ୍ବର ୱାର୍ଡ ଅନ୍ତର୍ଗତ ବଳିବିନ୍ଧା ଗାଁରେ ଭୟାବହ ଅଗ୍ନିକାଣ୍ଡ। ଜଳି ପାଉଁଶ ହୋଇଗଲା 7 ପରିବାରର 10 ବଖରା ଘର। ତେବେ ନିଆଁର ପ୍ରଖରତା ଏତେ ଜୋରରେ ଥିଲା ଯେ, ଘରୁ କିଛି ବାହାର କରିବା ସମ୍ଭବ ହୋଇନଥିଲା। ଚାହୁଁ ଚାହୁଁ 10 ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା।

ଅଗ୍ନକାଣ୍ଡରେ 7 ପରିବାରର 10 ବଖରା ଘର ପୋଡି ପାଉଁଶ

କେବଳ ପିନ୍ଧାଲୁଗା ବ୍ୟତୀତ ଘର ଭିତରୁ ଅନ୍ୟ କୌଣସି ଜିନିଷ ବାହାରକୁ କାଢିପାରିନଥିଲେ ଲୋକେ । ଫଳରେ ସମସ୍ତ ଆସବାବପତ୍ର, ଅଳଙ୍କାର, ଧାନ, ଚାଉଳ ଓ ଅନ୍ୟାନ୍ୟ ଜିନିଷ ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।

ଖବରପାଇ ଘଟଣାସ୍ଥଳରେ ବାସୁଦେବପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FIRE ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 22.01.2020

ANCHOR : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର 19 ନମ୍ବର ୱାର୍ଡ ଅନ୍ତର୍ଗତ ବଳିବିନ୍ଧା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। 7 ଟି ପରିବାରର 10 ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ପ୍ରଖରତା ଏତେ ଥିଲା ଯେ, ଘରୁ କିଛି ବାହାର କରିବା ସମ୍ଭବ ହୋଇନଥିଲା। ଚାହୁଁ ଚାହୁଁ 10 ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା। କେବଳ ପିନ୍ଧାଲୁଗା ବ୍ୟତୀତ ଘର ଭିତରୁ ଅନ୍ୟ କୌଣସି ଜିନିଷ ବାହାରକୁ କାଢିବା ସମ୍ଭବ ହୋଇ ପାରିନଥିଲା। Body:ଫଳରେ ସମସ୍ତ ଆସବାବପତ୍ର, ଅଳଙ୍କାର, ଧାନ, ଚାଉଳ ଓ ଅନ୍ୟାନ୍ୟ ଜିନିଷ ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ସୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ବାସୁଦେବପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଅଗ୍ନି ବିପନ୍ନ ଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.