ETV Bharat / state

ବାଲିମାଫିଆଙ୍କ ଆକ୍ରମଣ ଘଟଣା: ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ - ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ବାଲି ମାଫିଆଙ୍କ ଆକ୍ରମଣ ଘଟଣାକୁ ନେଇ ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦାବୀ ପୂରଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି । ଅଧିକ ପଢନ୍ତୁ...

ବାଲିମାଫିଆଙ୍କ ଆକ୍ରମଣ ଘଟଣା: ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

author img

By

Published : Feb 6, 2020, 5:02 AM IST

ଭଦ୍ରକ: ବାଲି ମାଫିଆଙ୍କ ଆକ୍ରମଣ ଘଟଣାକୁ ନେଇ ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ଭଣ୍ଡାରିପୋଖରୀ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଏହି ଆନ୍ଦୋଳନ ହୋଇଛି । ଆନ୍ଦୋଳନ ଫଳରେ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ବ୍ୟାହତ ହୋଇଛି ।

ବାଲିମାଫିଆଙ୍କ ଆକ୍ରମଣ ଘଟଣା: ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଓ ମଞ୍ଜୁରୀରୋଡ଼ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀମାନେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ । ଏ ନେଇ କଲମ ଛାଡ ଆନ୍ଦୋଳନ କରିଥିଲେ ଭଣ୍ଡାରିପୋଖରୀ ତହସିଲ କର୍ମଚାରୀ । ତେବେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦାବୀ ପୂରଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : TAHASIL WORKERS
FORMAT : AVO
REPORT : DEBASIS MOHAPATRA / BHADRAK
DATE : 05.02.2020

ANCHOR : ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଓ ମଞ୍ଜୁରୀରୋଡ଼ ରାଜସ୍ବନିରୀକ୍ଷକ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ , ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇ , ଆହତ ହୋଇଥିବା ଘଟଣାା।Body:ଭଣ୍ଡାରିପୋଖରୀ ପୋଲିସ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ। ଫଳରେ ତହସିଲ କାର୍ଯ୍ଯାଳୟରେ ବିଭିନ୍ନ କାର୍ଯ୍ୟ ବ୍ୟାହତ ହୋଇଥିଲା। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ଦାବୀ ପୂରଣ ହେବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.