ETV Bharat / state

ଧାନ ବୋଝେଇ ଟ୍ରକରେ ଲାଗିଲା 58 ହଜାର ଟଙ୍କାର ହେଭି ଫାଇନ - bhadrak news

ଏକ ଓଭର ଲୋଡିଂ ଧାନ ବୋଝେଇ ଟ୍ରକରୁ 58 ହଜାର 40 ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଅଧିକ ପଢନ୍ତୁ...

RTO fine to a overload truck in bhadrak
ଧାନ ବୋଝେଇ ଟ୍ରକରୁ ହେଭି ଫାଇନ୍ ଆଦାୟ
author img

By

Published : Jan 24, 2020, 2:37 AM IST

ଭଦ୍ରକ: ଏକ ଓଭର ଲୋଡିଂ ଧାନ ବୋଝେଇ ଟ୍ରକରୁ 58 ହଜାର 40 ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଆସୁଥିବା ଏହି ଧାନ ବୋଝେଇ ଟ୍ରକକୁ ତିହିଡି ନିକଟରେ ଭଦ୍ରକ ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।

ଧାନ ବୋଝେଇ ଟ୍ରକରୁ ହେଭି ଫାଇନ୍ ଆଦାୟ

ପରେ କାଗଜ ପତ୍ର ଯାଞ୍ଚ କରିବା ସମୟରେ ଗାଡିର ପରମିଟ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ନଥିବା ସହ ଟ୍ରକରେ ଧାନ ଓଭର ଲୋଡିଂ ଥିବା ଜଣା ପଡ଼ିଥିଲା । ଏହାକୁ ଭିତ୍ତି କରି ପରିବହନ ବିଭାଗ ପକ୍ଷରୁ 58 ହଜାର 40 ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହି ଧାନ ବୋଝେଇ ଟ୍ରକଟି ଚାନ୍ଦବାଲିରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଜଣା ପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : RTO FINE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 23.01.2020

ANCHOR : ଏକ ଓଭର ଲୋଡିଂ ଧାନ ବୋଝେଇ ଟ୍ରକରୁ 58 ହଜାର 40 ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଆସୁଥିବା ଏହି ଧାନ ବୋଝେଇ ଟ୍ରକଟିକୁ ତିହିଡି ନିକଟରେ ଭଦ୍ରକ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପରେ କାଗଜ ପତ୍ର ଯାଞ୍ଚ କରିବା ସମୟରେ ଗାଡିର ପରମିଟ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ନଥିବା ସହ ଟ୍ରକଟିରେ ଧାନ ଓଭର ଲୋଡିଂ ଥିବା ଜଣାପଡ଼ିଥିଲା। Body:ଏହାକୁ ଭିତ୍ତି କରି ପରିବହନ ବିଭାଗ ପକ୍ଷରୁ 58 ହଜାର 40 ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଧାନ ଧାନ ବୋଝେଇ ଟ୍ରକଟି ଚାନ୍ଦବାଲିରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.