ETV Bharat / state

ଆରଟିଓର ଜୋରିମାନା, ନାବାଳକ ଗଣିବ ଫାଇନ - minor boy

ନାବାଳକ ଉପରେ ୪୨ ହଜାର ୫୦୦ ଟଙ୍କା ଫାଇନ ହୋଇଥିବା ଜଣାପଡିଛି। ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜାତୀୟ ରାଜପଥ ଯାଞ୍ଚ କଲେବେଳେ ଜଣେ ନାବାଳକ ଉପରେ ଏହି ଫାଇନ ପକାଇଛନ୍ତି । ଅଧିକ ପଢନ୍ତୁ...

bhadrak
bhadrak
author img

By

Published : Feb 9, 2020, 4:43 AM IST

ଭଦ୍ରକ: ଟ୍ରାଫିକ ନିୟମ ଭାଙ୍ଗି, ଜଣେ ନାବାଳକ ୪୨ ହଜାର ୫୦୦ ଟଙ୍କା ଫାଇନ ହୋଇଥିବା ଜଣାପଡିଛି। ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ଧନେଶ୍ବର ନାୟକ, ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ କରୁଥିବା ବେଳେ, ଭଣ୍ଡାରୀପୋଖରୀ କହଁରା ଛକରେ ଘଟିଛି ଏହି ଘଟଣା।

ଆରଟିଓର ଜୋରିମାନା, ନାବାଳକ ଗଣିବ ଫାଇନ

ଗାଡିରେ ୩ ଜଣ ବସିଥିବା ବେଳେ, ଭୁଲ୍ ରାସ୍ତାରେ ବାଇକ ଚଳାଇବା ସହ ଗାଡ଼ିର କୌଣସି ବୈଧ କାଗଜପତ୍ର ନଥିବା ଯୋଗୁଁ ଏହି ଫାଇନ ହୋଇଥିବା ଜଣାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : RTO FINE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 08.02.2020

ANCHOR : ଟ୍ରାଫିକ ନିୟମ ଭାଙ୍ଗି, ଜଣେ ନାବାଳକ ୪୨ ହଜାର ୫୦୦ ଟଙ୍କା ଫାଇନ ହୋଇଥିବା ଜଣାପଡିଛି। ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ଧନେଶ୍ୱର ନାୟକ, ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ କରୁଥିବା ବେଳେ, ଭଣ୍ଡାରୀପୋଖରୀ କହଁରା ଛକରେ ଘଟିଛି ଏହି ଘଟଣା। Body:ଗାଡିରେ ୩ ଜଣ ବସିଥିବା ବେଳେ, ଭୁଲ୍ ରାସ୍ତାରେ ବାଇକ ଚଳାଇବା ସହ ଗାଡ଼ିର କୌଣସି ବୈଧ କାଗଜପତ୍ର ନଥିବା ଯୋଗୁଁ ଏହି ଫାଇନ ହୋଇଥିବା ଜଣାଯାଇଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.