ETV Bharat / state

ଭଦ୍ରକରେ ଜୋର ଧରିଲା ମେଡିକାଲ ପ୍ରତିଷ୍ଠା ଦାବି - medical college demanding in bhadrak

ଭଦ୍ରକରେ ମେଡିକାଲ ପ୍ରତିଷ୍ଠା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ବିକ୍ଷୋଭକାରୀ ।

medical college demand
ଭଦ୍ରକରେ ଜୋର ଧରିଲା ମେଡିକାଲ ପ୍ରତିଷ୍ଠା ଦାବି
author img

By

Published : Dec 6, 2019, 11:54 PM IST

ଭଦ୍ରକ: ଜିଲ୍ଲାରେ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଶୋଭାଯାତ୍ରା କରିଛନ୍ତି ମେଡିକାଲ କଲେଜ ସଂଗ୍ରାମୀ । ମେଡିକାଲ କଲେଜ ପ୍ରତିଷ୍ଠା ଆମର ହକ୍‌ ପ୍ରସଙ୍ଗରେ ସମସ୍ତ ସଂଗ୍ରାମୀ ସେନା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଭଦ୍ରକରେ ଜୋର ଧରିଲା ମେଡିକାଲ ପ୍ରତିଷ୍ଠା ଦାବି

ଅନ୍ୟପଟେ, ଯଦି ଆଗାମୀ ଦିନରେ ମେଡିକାଲ କଲେଜ ପ୍ରତିଷ୍ଠା ନହୁଏ, ତେବେ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସଂଗ୍ରାମୀ ସେନା ପକ୍ଷରୁ କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MEDICAL COLLEGE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 06.12.2019

ANCHOR : ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି ଜୋର ଧରିଲା। ମେଡିକାଲ କଲେଜ ସଂଗ୍ରାମୀ ସେନା ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଏକ ପ୍ରତିବାଦ ସଭା କରାଯାଇଛି। ଜ଼ିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଆମର ହକ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସଂଗ୍ରାମୀ ସେନା ପକ୍ଷରୁ ବିକ୍ଷୋଭ କରିବା ସହ ଉପ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ମେମୋରେଣ୍ଡମ ପ୍ରଦାନ କରାଯାଇଛି। Body:ଅପର ପକ୍ଷରେ ଯେଉଁ ପର୍ଯ୍ୟନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ନ ହୋଇଛି ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସଂଗ୍ରାମୀ ସେନା ପକ୍ଷରୁ କୁହାଯାଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.