ETV Bharat / state

ବେଆଇନ ବାଣ କାରଖାନାରେ ପୋଲିସର ଚଢାଉ - police seized illegal cracker in bhadrak

ଭଦ୍ରକ ପୂରୁଣା ବଜାରରେ ବେଆଇନ ଗଚ୍ଛିତ ବାଣ ଓ ବାଣ ତିଆରି ହେଉଥିବା କାରଖାନାରେ ପୋଲିସର ଅଚାନକ ଚଢ଼ାଉ ।

ବେଆଇନ ବାଣ ପ୍ରସ୍ତୁତ କାରଖାନାରେ ପୋଲିସର ଚଢାଉ
author img

By

Published : Oct 26, 2019, 12:00 AM IST

ଭଦ୍ରକ: ବେଆଇନ ଗଚ୍ଛିତ ବାଣ ଓ ବାଣ ତିଆରି କାରଖାନାରେ ପୋଲିସର ଅଚାନକ ଚଢ଼ାଉ । ସୂଚନା ଅନୁଯାୟୀ ଭଦ୍ରକ ପୂରୁଣା ବଜାର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ମିର୍ଜାପୁର-ହଳଦୀଡିହ ଠାରେ ଚାଲୁଥିବା ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଥିଲା।

ବେଆଇନ ବାଣ ପ୍ରସ୍ତୁତ କାରଖାନାରେ ପୋଲିସର ଚଢାଉ

ଏନେଇ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା । ଚଢ଼ାଉ ସମୟରେ ବାଣ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ରକାରର ରାସାୟନିକ ସାମଗ୍ରୀ, ବାରୁଦ, ସୁତା, କାଗଜ ସହ ବିପୁଳ ପରିମାଣର ବେଆଇନ ଗଛିତ ବାଣକୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ILLEGAL CRACKER
FORMAT : AVO
REPORT : DEBASIS MOHAPATRA / BHADRAK
DATE : 25.10.2019

ANCHOR : ବେଆଇନ ଗଛିତ ବାଣ ଓ ତିଆରି ହେଉଥିବା ବାଣ କାରଖାନାରେ ପୁଲିସର ଅଚାନକ ଚଢ଼ାଉ। ବିପୁଳ ପରିମାଣର ବାଣ ଓ ପ୍ରସ୍ତୁତ ସାମଗ୍ରୀ ଜବତ। Body:ସୂଚନା ଅନୁଯାୟୀ ଭଦ୍ରକ ପୂରୁଣା ବଜାର ପୁଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ମିର୍ଜାପୁର - ହଳଦୀଡିହ ଠାରେ ଚାଲୁଥିବା ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଥିଲା। ଏନେଇ ପୁଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା। ଏହି ଚଢ଼ାଉ ସମୟରେ, ବାଣ ପ୍ରସ୍ତୁତ କରିବା ପାଇଁ ଥିବା ବିଭିନ୍ନ ପ୍ରକାରର ରାସାୟନିକ ସମାଗ୍ରୀ, ବାରୁଦ, ସୁତା, କାଗଜ ସହ ବିପୁଳ ପରିମାଣର ବେଆଇନ ଗଛିତ ବାଣ କୁ ପୁଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣଙ୍କୁ ମଧ୍ଯ ପୁଲିସ ଗିରଫ କରିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.