ETV Bharat / state

ଜିଲ୍ଲା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ଭଦ୍ରକବାସୀ - ଭଦ୍ରକରେ ସୂଚନା ଅଧିକାର କର୍ମୀଙ୍କ ହତ୍ୟାକୁ ପ୍ରତିବାଦ

ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ବିଭିନ୍ନ ଘଟଣାକୁ ପ୍ରତିବାଦ ଜଣାଯାଇଛି ।

rti worker murder in bhadrak, bhadrak latest news, protest for rti worker's murder in bhadrak, ଭଦ୍ରକରେ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଭଦ୍ରକରେ ସୂଚନା ଅଧିକାର କର୍ମୀଙ୍କ ହତ୍ୟାକୁ ପ୍ରତିବାଦ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌
ଜିଲ୍ଲା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ଭଦ୍ରକବାସୀ
author img

By

Published : Feb 25, 2020, 5:26 AM IST

ଭଦ୍ରକ: ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ବିଭିନ୍ନ ଘଟଣାକୁ ପ୍ରତିବାଦ ଜଣାଯାଇଛି । କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କୁ ହତ୍ୟା ଓ ଶ୍ରୀକାନ୍ତ ପାକଳ ଓ ରାଜ କିଶୋର ଜେନାଙ୍କୁ ହତ୍ୟା ଧମକର ଏହା ପ୍ରତିବାଦ ।

ଜିଲ୍ଲା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ଭଦ୍ରକବାସୀ

ସୂଚନା ଅନୁଯାୟୀ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଭଦ୍ରକ ଜିଲ୍ଲା ଆବାହକ ବିଶ୍ବକେଶରୀ ମହାନ୍ତି ଏବଂ ଜିଲ୍ଲା ସଭାପତି ପ୍ରକାଶ କୁମାର ଜେନାଙ୍କ ନେତୃତ୍ବରେ ଭଦ୍ରକ ଜିଲ୍ଲାର ସମସ୍ତ 7ଟି ବ୍ଲକର ସୂଚନା ଅଧିକାର କର୍ମିମାନେ ଏକଜୁଟ ହୋଇ ଏହାର ପ୍ରତିବାଦ କରିଥିଲେ। ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଦେବା ସହିତ ସୂଚନା ତଥ୍ୟ ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ପ୍ରଦାନ ପାଇଁ ଏକ ଦାବି ପତ୍ର ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଶାଖା ପକ୍ଷରୁ ପ୍ରଦାନ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.