ETV Bharat / state

Panchayat Poll Violence: ପ୍ରିଜାଇଡିଂ ଅଫିସରଙ୍କୁ ମାଡ, ପୋଖରୀକୁ ପିଙ୍ଗିଲେ ବାଲାଟ୍ ବକ୍ସ

author img

By

Published : Feb 20, 2022, 3:42 PM IST

Updated : Feb 20, 2022, 4:04 PM IST

ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଳକରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ କୋଲହ ପଞ୍ଚାୟତରେ 4ନଂ ବୁଥରେ ବାଲାଟ୍‌ ପେପର ଫଲୋଡିଂର ଚିହ୍ନ ଦେଖା ନଯିବାରୁ ମତଦାନ କେନ୍ଦ୍ର ବନ୍ଦ । ଅଧିକ ପଢନ୍ତୁ

Panchayat Poll Violence: ପ୍ରିଜାଇଡିଂ ଅଫିସରଙ୍କୁ ମାଡ, ପୋଖରୀକୁ ପିଙ୍ଗିଲେ ବାଲାଟ୍ ବକ୍ସ
Panchayat Poll Violence: ପ୍ରିଜାଇଡିଂ ଅଫିସରଙ୍କୁ ମାଡ, ପୋଖରୀକୁ ପିଙ୍ଗିଲେ ବାଲାଟ୍ ବକ୍ସ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଳକରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ କୋଲହ ପଞ୍ଚାୟତରେ 4ନଂ ବୁଥରେ ବାଲାଟ୍‌ ପେପର ଫଲୋଡିଂର ଚିହ୍ନ ଦେଖା ନଯିବାରୁ ମତଦାନ କେନ୍ଦ୍ର ବନ୍ଦ । ଉତ୍ୟକ୍ତ ହୋଇ ଲୋକେ ମତଦାନ କେନ୍ଦ୍ର ବନ୍ଦ କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହ ଭୋଟ ବାକ୍ସକୁ ଏକ ପୋଖରୀରେ ଫୋପାଡି ଦେଇଛନ୍ତି । ଏହାପରେ ମତଦାନ କେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ ।

ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ଛାଡି ନ ଥିଲେ । ଫଳରେ ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଅନ୍ୟ ପକ୍ଷରେ ବାଲାଟ୍‌ ବାକ୍ସ ନେଇ ପୋଲିଂ କର୍ମଚାରୀ ଯାଉଥିବା ସମୟରେ, ସେମାନଙ୍କ ନିକଟରୁ ବାକ୍ସ ଲୁଟ କରି କିଛି ଦୁର୍ବୃତ୍ତ ପୋଖରୀକୁ ଫିଙ୍ଗି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 20, 2022, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.