ETV Bharat / state

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ନେଇ ସନ୍ଦେହ । ପୋଲିସର ତଦନ୍ତ ଜାରି ।

author img

By

Published : Jun 14, 2019, 12:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଭଣ୍ଡାରୀପୋଖରୀ ଥାନା ଜସଟିକିରି ଅଞ୍ଚଳରୁ ଉଦ୍ଧାର ହୋଇଥିବା ବେଳେ ହତ୍ୟା ଅଭିଯୋଗ ହୋଇଛି ।

ଶୁକ୍ରବାର ଉକ୍ତ ଅଞ୍ଚଳର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକକୁ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହାପରେ ଭଣ୍ଡାରୀପୋଖରୀ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରୁ ପୋଲିସ ମୃତ ଦେହ ଉଦ୍ଧାର କରିଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ, ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର।Body:ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର। ଭଦ୍ରକ ଭଣ୍ଡାରିପୋଖରୀ ଥାନା ଯସଟିକିରି ଗାଁ ପଡିଆ ନିକଟ ଏକ ଗଛରେ ଯୁବକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ସ୍ଥାନୀୟ ଲୋକେ ଆଜି ଦେଖିବାକୁ ପାଇଥିଲେ। ପରେ ଏନେଇ ଭଣ୍ଡାରିପୋଖରୀ ପୁଲିସ କୁ ସୂଚନା ପ୍ରଦାନ କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଂଚି ମୃତ ଦେହକୁ ଉଦ୍ଧାର କରିଛି। କେହି ଦୁର୍ବୃତ୍ତ ମାରିଦେଇ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ଯୁବକ ଜଣଙ୍କ ନେରଡ଼ା ଅଂଚଳର ପବନା ଦଳାଇ ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏନେଇ ତଦନ୍ତ ଆରମ୍ଭ କରିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.