ETV Bharat / state

ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି: ବିଜେପି - ଭଦ୍ରକରେ ବିଜେପିର ପ୍ରତିବାଦ ସଭା

ଓଡିଶା ସରକାରଙ୍କ ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ଦ୍ଵାରା ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ କରିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ବିଜେପି ପକ୍ଷରୁ ପ୍ରତିବାଦ
ବିଜେପି ପକ୍ଷରୁ ପ୍ରତିବାଦ
author img

By

Published : Sep 13, 2020, 11:53 AM IST

ଭଦ୍ରକ: ଓଡିଶା ସରକାରଙ୍କ ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ଦ୍ଵାରା ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ କରିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଶାସକ ଦଳର ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିବା ସହ ବିଜେପି ଭଦ୍ରକ ଯୁବମୋର୍ଚ୍ଚା ବିରୋଧ ପ୍ରଦର୍ଶନ କରିଛି।

ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି: ବିଜେପି

ସରକାର ଯଦି ଏହାକୁ ପ୍ରତ୍ୟାହୃତ ନକରନ୍ତି, ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟସ୍ତରରେ ଏହାକୁ ତୀବ୍ର ବିରୋଧ କରିବ ବୋଲି ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଚେତାବନୀ ଦେଇଛନ୍ତି। ଏନେଇ ଶନିବାର ଦିନ ଭଦ୍ରକ ଭାଜପା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରୁ ଏକ ପ୍ରତିବାଦ ଶୋଭାଯାତ୍ରା ଟାଉନହଲ ଛକ ପର୍ଯ୍ୟନ୍ତ ଯାଇଥିଲା। ପରେ ସେଠାରେ ବିରୋଧ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.