ETV Bharat / state

ଭଦ୍ରକ ପ୍ରଶାସନର ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, ଆଜି 60 ପଜେଟିଭ ଚିହ୍ନଟ - more 60 corona positive identified in bhadrak

ଭଦ୍ରକ ପ୍ରଶାସନର ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ । ଶୁକ୍ରବାର 60 ପଜେଟିଭ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା 484 । ଅଧିକ ପଢନ୍ତୁ.....

more 60  corona positive identified in bhadrak
ଭଦ୍ରକ ପ୍ରଶାସନର ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 60 ପଜେଟିଭ ଚିହ୍ନଟ
author img

By

Published : Jul 24, 2020, 1:13 PM IST

ଭଦ୍ରକ: ଜିଲ୍ଲାରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଜିଲ୍ଲାରେ ଶୁକ୍ରବାର 60 ଜଣ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 484 ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 343 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ 140 ଜଣ ଚିକିତ୍ସାଧିନ ରହିଛନ୍ତି ।

more 60  corona positive identified in bhadrak
ଭଦ୍ରକ ପ୍ରଶାସନର ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, 60 ପଜେଟିଭ ଚିହ୍ନଟ

ତେବେ, ଚିହ୍ନଟ 60 ଜଣଙ୍କ ମଧ୍ୟରୁ 19 ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ 41 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ 15,334 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.