ETV Bharat / state

ଅର୍ଥ ହେରଫେର ଅଭିଯୋଗରେ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ - ଅର୍ଥ ହେରଫେର ଅଭିଯୋଗରେ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ

ଅର୍ଥ ହେରଫେର ମାମଲାରେ ବାଲିଗାଁ ଶକ୍ତିମୟୀ ମହିଳା ମହାସଂଘ ପକ୍ଷରୁ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

bhadrak
ଅର୍ଥ ହେରଫେର ଅଭିଯୋଗରେ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ
author img

By

Published : Dec 22, 2019, 8:25 AM IST

ଭଦ୍ରକ: ଅର୍ଥ ହେରଫେର ମାମଲାରେ ବାଲିଗାଁ ଶକ୍ତିମୟୀ ମହିଳା ମହାସଂଘ ପକ୍ଷରୁ ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ମହିଳା ମହାସଂଘର ପୂର୍ବତନ ସମ୍ପାଦିକାଙ୍କ ନେତୃତ୍ବରେ ଶତାଧିକ ମହିଳା ବ୍ଲକ ପ୍ରକଳ୍ପ ଅଧିକାରୀ ଓ ବିଡ଼ିଓଙ୍କ ଉପରେ ବର୍ଷିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିଛନ୍ତି । ମହିଳା ମାନଙ୍କର ଅଭିଯୋଗ ପରେ ଏହି ଘଟଣାକୁ ଚାନ୍ଦବାଲି ବିଡ଼ିଓ ଗୁରୁତର ସହ ନେଇ ଦୁର୍ନୀତି ନିବାରଣ ବିଭାଗକୁ ତଦନ୍ତ ଦାୟିତ୍ବ ପ୍ରଦାନ କରିଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମହାସଂଘର ପ୍ରଥମେ 40 ହଜାର ଓ ପରବର୍ତ୍ତୀ ସମୟରେ 4 ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗରେ କୁହାଯାଇଛି । ଏଣୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସଂଘ ଦାବି କରିଛି । ହେଲେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଏପରି ଅଭିଯୋଗ କରାଯାଉଥିବା ବ୍ଲକ ପ୍ରକଳ୍ପ ଅଧିକାରୀ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FINANCIAL IRREGULARITY
FORMAT : AVB
REPORT : DEBASIS MOHAPATRA / BHADRAK
DATE : 22.12.2019

ANCHOR : ଚାନ୍ଦବାଲି ବ୍ଳକ ବାଲିଗାଁ ଶକ୍ତିମୟୀ ମହିଳା ମହାସଂଘ ପକ୍ଷରୁ ବ୍ଳକ କାର୍ଯ୍ୟଳୟ ଘେରାଉ। ସୂଚନା ଅନୁଯାୟୀ ବାଲିଗାଁ ଶକ୍ତିମୟୀ ମହିଳା ମହାସଂଘର ଅର୍ଥ ଅତ୍ମସାତ ଅଭିଯୋଗ କରି, ପୂର୍ବତନ ସମ୍ପାଦିକାଙ୍କ ନେତୃତ୍ୱରେ ଶତାଧିକ ମହିଳା ମାନେ ବ୍ଲକ ପ୍ରକଳ୍ପ ଅଧିକାରୀ ଓ ବିଡ଼ିଓଙ୍କ ଉପରେ ବର୍ଷିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ। ବାଲିଗାଁ ଶକ୍ତିମୟୀ ମହିଳା ମହାସଂଘର ନୂତନ ଭାବେ ଦାୟିତ୍ୱ ନେଇଥିବା ମହିଳା କାର୍ଯ୍ୟକର୍ତା ମାନେ ମହାସଂଘର ପ୍ରଥମେ 40 ହଜାର ପରେ 4 ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ଅଭିଯୋଗ କରିଛି ପୂର୍ବତନ ସଂଘ। ଏଣୁ ଏହାର ବିଧ୍ୟବଧି ତଦନ୍ତ ହେବାସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲା ସଂଘ। Body:ଏବେ ପୁଣିଥରେ ମହିଳା ମାନଙ୍କର ଅଭିଯୋଗ ପରେ ଏହି ଘଟଣାକୁ ଚାନ୍ଦବାଲି ବିଡ଼ିଓ ଗୁରୁତ୍ୱର ସହ ନେଇ ଏଥିରେ ସ୍ୱଛତା ଆଣିବା ପାଇଁ ଦୁର୍ନିତି ନିବାରଣ ବିଭାଗକୁ ତଦନ୍ତ ଭାର ପ୍ରଦାନ କରିଥିବା ଜଣାପଡିଛି।
Bite_1 : ପ୍ରେମଲତା ବାରିକ_ପୂର୍ବତନ ସଂଘର ସମ୍ପାଦିକା
Bite_2 : ଷ୍ଟାଲିନ ନାୟକ_ବ୍ଲକ ପ୍ରକଳ୍ପ ଅଧିକାରୀ Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.