ETV Bharat / state

ଦୋକାନ ଭିତରୁ ଦେଢ କିଲୋ ରୂପା ଧରି ଚମ୍ପଟ ମାରିଲେ ଦୁବୃର୍ତ୍ତ - ଦୋଖାନ ଭିତରୁ ଦେଢ କିଲୋ ରୂପା ଧରି ଚମ୍ପଟ ମାରିଲେ ଦୁବୁର୍ତ୍ତ

ଲୁଟେରା ଦୋକାନୀଙ୍କ ଅନୁପସ୍ଥିତର ସୁଯୋଗ ନେଇ 70 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଭର୍ତ୍ତି ଥିବା ଏକ ବ୍ୟାଗ ନେଇ ଚମ୍ପଟ ମାରିଥିଲା।

miscreant-grabbed-1-dot-5-kg-silver-from-the-shop
ଦୋଖାନ ଭିତରୁ ଦେଢ କିଲୋ ରୂପା ଧରି ଚମ୍ପଟ ମାରିଲେ ଦୁବୁର୍ତ୍ତ
author img

By

Published : Jun 30, 2020, 11:02 PM IST

ଭଦ୍ରକ: ଜିଲ୍ଲା ବାସୁଦେବପୁର ପୌରପାଳିକା ବ୍ଲକ ରୋଡର ମହାବୀର ଜୁଏଲରୀ ମଧ୍ୟରୁ ଏକ ବ୍ୟାଗରେ ଥିବା ଦେଢ କିଲୋ ରୂପା ନେଇ ଲୁଟେରା ଚମ୍ପଟ ମାରିଛି। ଦୋକାନ ମାଲିକ ସୌମ୍ଯ ରଞ୍ଜନ ସାହୁ ଦୋକାନ ଖୋଲି ପାଖରେ ଥିବା ନଳକୂପକୁ ପିଇବା ପାଣି ଆଣିବାକୁ ଯାଇଥିଲେ।

ଦୋଖାନ ଭିତରୁ ଦେଢ କିଲୋ ରୂପା ଧରି ଚମ୍ପଟ ମାରିଲେ ଦୁବୁର୍ତ୍ତ

ପୂର୍ବରୁ ପିଛା କରୁଥିବା କେହି ଲୁଟେରା ଦୋକାନୀଙ୍କ ଅନୁପସ୍ଥିତର ସୁଯୋଗ ନେଇ 70 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଭର୍ତ୍ତି ଥିବା ଏକ ବ୍ୟାଗ ନେଇ ଚମ୍ପଟ ମାରିଥିଲା। ପରେ ଦୋକାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିବା ପରେ ଲୁଟେରାର ଚେହେରା ଜଣାପଡିଥିଲାା। ଏନେଇ ଅଭିଯୋଗ ପାଇବା ପରେ, ବାସୁଦେବପୁର ପୋଲିସ ସିସି କ୍ୟାମେରା ଫୁଟେଜ ଓ ପାରିପାର୍ଶ୍ବିକ ସ୍ଥିତିକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.