ETV Bharat / state

ରେବ ନଦୀରେ ବୁଡି ନାବାଳକର ମୃତ୍ୟୁ - minor dies of drowning

ଭଦ୍ରକ ଜିଲ୍ଲାର ରେବ ନଦୀରେ ବୁଡି ନାବାଳକ ମୃତ୍ୟୁ । ସେପଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ....

ରେବ ନଦୀରେ ବୁଡି ନାବାଳକର ମୃତ୍ୟୁ
author img

By

Published : Nov 7, 2019, 4:29 AM IST

ଭଦ୍ରକ: ନଦୀରେ ବୁଡି 8 ବର୍ଷର ନାବାଳକର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅନ୍ତର୍ଗତ ଦିନାଜପୁର ଗାଁରେ । ମୃତକ ହେଲେ ସେହି ଗାଁର ଶୁଭଙ୍କର ବୋଲି ଜଣାପଡିଛି ।

ରେବ ନଦୀରେ ବୁଡି ନାବାଳକର ମୃତ୍ୟୁ

ସୂଚନା ଅନୁଯାୟୀ, ମୃତ ଶୁଭଙ୍କର ଗାଁର ରେବ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ହଠାତ୍ ବୁଡି ଯାଇଥିଲେ । ପରିବାରଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଅସୁରାଳି ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ସ୍ବାସ୍ଥ୍ୟକେନ୍ଦ୍ର ତାଲା ପଡିଥିବାରୁ ଲୋକେ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡିଥିବାରୁ ଏହାକୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : SINK DEATH
FORMAT : AVB
REPORT : DEBASIS MOHAPATRA / BHADRAK
DATE : 06.11.2019

ANCHOR : ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅନ୍ତର୍ଗତ ଦିନାଜପୁର ଗାଁରେ ଅଘଟଣ। ରେବ ନଦୀ ରେ ବୁଡି 8 ବର୍ଷୀୟ ଶିଶୁ ଶୁଭଙ୍କର ମୃତ୍ୟୁ। ସୂଚନା ଅନୁଯାୟୀ ଶୁଭଂକର ଗାଁ ନିକଟ ରେବ ନଦୀ କୁ ଯାଇଥିବା ସମୟରେ ନଦୀ ରେ ବୁଡି ଯାଇଥିଲେ। ପରେ ପରିବାର ଲୋକେ ଉଦ୍ଧାରକରି ତାଙ୍କୁ ନିକଟସ୍ଥ ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେେ। କିନ୍ତୁ ସେଠାରେ ତାଲା ପଡିଥିବା ଜଣାପଡିଛି।ଖବର ପାଇ ଅନେକ ବିଳମ୍ବରେ ଫର୍ମାସିଷ୍ଟ ଆସି ସେଠାରେ ପହଞ୍ଚି ଥିବା ଅଭିଯୋଗ ହୋଇଛି। Body:ତେବେ ତାଙ୍କୁ ଗ୍ରାମବାସୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ 108 ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିଥିଲେ। ହେଲେ ସେତେବେଳକୁ ଅନେକ ସମୟ ବିତିଯାଇଥିବା ଜଣାପଡିଛି। ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।
Bite : ଫରିଦ ଶାହା_ଫର୍ମାସିଷ୍ଟConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.