ETV Bharat / state

ଗ୍ରାହକ ସାଜି ସୁନାଚେନ ଲୁଟିଲେ ଲୁଟେରା

author img

By

Published : Oct 12, 2019, 8:12 PM IST

ଗ୍ରାହକ ସାଜି ସୁନାଚେନ ଲୁଟିଲେ ଲୁଟେରା । ଭଦ୍ରକର ଏକ ଗହଣା ଦୋକାନରେ ଘଟିଛି ଘଟଣା । ସିସିଟିଭି ଫୁଟେଜରୁ ଲୁଟେରା ଚିହ୍ନଟ । ଅଧିକ ପଢ଼ନ୍ତୁ...

ଗ୍ରାହକ ସାଜି ଲୁଟେଲେ ଗହଣା

ଭଦ୍ରକ: ରାଜ୍ୟରେ ମାତିଛନ୍ତି ଲୁଟେରା । ଗ୍ରାହକ ସାଜି ଗହଣା ଦୋକାନ ଲୁଟିଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲାର ବନ୍ତ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବନ୍ତ ଅଞ୍ଚଳର ସାଇ ଜ୍ବେଲର୍ସ ନାମକ ଗହଣା ଦୋକାନରୁ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଗ୍ରାହକ ସାଜି ଲୁଟେଲେ ଗହଣା

ସୂଚନା ଅନୁଯାୟୀ ବନ୍ତ ବଜାରସ୍ଥିତ ସାଇ ଜ୍ବେଲର୍ସରୁ ଜଣେ ଲୁଟେରା ଗ୍ରାହକ ସାଜି ସୁନାଚେନ ଲୁଟି ନେଇଛି। ଉକ୍ତ ଲୁଟେରାକୁ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରାଯାଇଛି। ଏହାପରେ ସାଇ ଜ୍ବେଲର୍ସର ମାଲିକ ବନ୍ତ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ପାଇବା ପରେ ବନ୍ତ ପୋଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଲୁଟେରାର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LOOT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 12.10.2019

ANCHOR : ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଏକ ଗହଣା ଦୋକାନ ରୁ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବନ୍ତ ବଜାରସ୍ଥିତ ସାଇ ଜୁଏଲାର୍ସ ରୁ ଏକ ଲୁଟେରା ସୁନାଚେନ ଲୁଟି ନେଇଛି। Body:ଉକ୍ତ ଲୁଟେରାକୁ C.C.T.V ର ପୁଟେଜ ଆଧାରରେ ଚିହ୍ନଟ କରାଯାଇଛି। ଏହାପରେ ସାଇ ଜୁଏଲାର୍ସ ର ମାଲିକ ବନ୍ତ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ପାଇବା ପରେ ବନ୍ତ ପୋଲିସ୍ ତଦନ୍ତ ଜାରି ରଖିଛି। ହେଲେ ଲୁଟେରାର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.