ETV Bharat / state

ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ନାବାଳକର ମୃତ୍ୟୁ, ଔଷଧ ନମୁନା ସଂଗ୍ରହ

ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରୁ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ପରେ ଖୋଳତାଡ ଆରମ୍ଭ ଚାଲିଛି । ମଙ୍ଗଳବାର ଔଷଧ ନମୁନା ସଂଗ୍ରହ ସରିଛି । ଅଧିକ ପଢନ୍ତୁ...

man dead due to wrong med, Medicine sample test
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jan 8, 2020, 4:31 AM IST

ଭଦ୍ରକ: ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରୁ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ପରେ ଖୋଳତାଡ ଆରମ୍ଭ ଚାଲିଛି । ଗତବର୍ଷ ନଭେମ୍ବର 29 ତାରିଖ ଦିନ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ଵର ଅଞ୍ଚଳର ଜଣେ ବାଳକଙ୍କ ମୃତ ଘଟଣା । ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ଘଣ୍ଟେଶ୍ବର ଗାଁର ଗଙ୍ଗାଧର ବାରିକଙ୍କ ପୁଅର ମୃତ୍ୟୁ ହୋଇଥିଲା । ସେହିଦିନଠାରୁ ନକଲି ଡାକ୍ତରଙ୍କ ମେଡିସିନ ଷ୍ଟୋରକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିଲା । ଦୀର୍ଘଦିନ ପରେ ବାଂଶଡା ଥାନାର ତଦନ୍ତ ଅଧିକାରୀ ବିରେନ୍ଦ୍ର ରାଉତ ଓ ଡ୍ରଗ୍ସ ଇନସପେକ୍ଟର ନିହାରିକା ଦାସଙ୍କ ଉପସ୍ଥିତିରେ ସିଲ୍ ହୋଇଥିବା ଔଷଧ ଦୋକାନ ଖୋଲାଯାଇଛି ।

ଔଷଧ ନମୁନା ସଂଗ୍ରହ

ଅଧିକ ତଦନ୍ତ ପାଇଁ 30ରୁ ଉର୍ଦ୍ଧ ଔଷଧ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି। ତଦନ୍ତ ରିପୋର୍ଟ ଆସିବା ପରେ ନକଲି ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : SAMPLE COLLECTION
FORMAT : AVO
REPORT : DEBASIS MOHAPATRA / BHADRAK
DATE : 07.01.2020

ANCHOR : 2019 ନଭେମ୍ବର 29 ତାରିଖ ଦିନ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ଵର ଅଞ୍ଚଳର ଜଣେ ବାଳକଙ୍କ ମୃତ ଘଟଣା। ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ଘଣ୍ଟେଶ୍ବର ଗାଁର ଗଙ୍ଗାଧର ବାରିକଙ୍କ ପୁଅର ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ନକଲି ଡାକ୍ତରଙ୍କ ମେଡିସିନ ଷ୍ଟୋରକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିଲା। ଦୀର୍ଘଦିନ ପରେ ବାଂଶଡା ଥାନାର ତଦନ୍ତ ଅଧିକାରୀ ବିରେନ୍ଦ୍ର ରାଉତ ଓ ଡ୍ରଗ୍ସ ଇନସପେକ୍ଟର ନିହାରିକା ଦାସ ଙ୍କ ଉପସ୍ଥିତିରେ ସିଲ ହୋଇଥିବା ଓଷଧ ଦୋକାନ ଖୋଲାଯାଇଛି। Body:ଅଧିକ ତଦନ୍ତ ପାଇଁ 30ରୁ ଉର୍ଦ୍ଧ ଔଷଧ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି। ତଦନ୍ତ ରିପୋର୍ଟ ଆସିବା ପରେ ନକଲି ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.