ETV Bharat / state

ନକଲି ମଦ କାରଖାନା ଠାବ: ଲକ୍ଷାଧିକ ଟଙ୍କାର ନକଲି ମଦ ଜବତ - ନକଲି ମଦ ଜବତ

ଭଦ୍ରକ ସିନ୍ଦୋଳରେ ନକଲି ମଦ କାରଖାନା ସହ ଲକ୍ଷାଧିକ ଟଙ୍କାର ନକଲି ମଦ ଜବତ । ଅଧିକ ପଢନ୍ତୁ...

ନକଲି ମଦ କାରଖାନା ଠାବ: ଲକ୍ଷାଧିକ ଟଙ୍କାର ନକଲି ମଦ ଜବତ
author img

By

Published : Oct 30, 2019, 12:48 AM IST

ଭଦ୍ରକ: ଜିଲ୍ଲାର ତିହିଡି ଥାନା ଅଧିନସ୍ଥ ସିନ୍ଦୋଳ ଅଞ୍ଚଳରେ ନକଲି ମଦ କାରଖାନା ଠାବ । ଲକ୍ଷାଧିକ ଟଙ୍କାର ନକଲି ମଦ, ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ସହ ମଦ ତିଆରି ସରଞ୍ଜାମ ଜବତ।

ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ସେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଗୀତାଞ୍ଜଳି ଦାସ। ଏହାସହ ଘଟଣାସ୍ଥଳରୁ ଲକ୍ଷ୍ମୀଧର ବେହେରା ନାମକ ବ୍ୟକ୍ତି ଫେରାର ହୋଇଯାଇଥିବା ସୂଚନା ମିଳିଛି।

ନକଲି ମଦ କାରଖାନା ଠାବ: ଲକ୍ଷାଧିକ ଟଙ୍କାର ନକଲି ମଦ ଜବତ

ତେବେ ପ୍ରାୟ 2/3 ମାସ ହେଲା ଏଠାରେ ଏକ ନକଲି ମଦ କାରଖାନା ଚାଲୁଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ପରେ ଭଦ୍ରକ ଅବକାରୀ ବିଭାଗପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ଧନେଶ୍ବର ବରାଡ଼ଙ୍କ ନେତୃତ୍ବରେ ଅବକାରୀ ଉପନିରୀକ୍ଷକ ସଞ୍ଜୟ କୁମାର ପଣ୍ଡା, ସ୍ପନ୍ଦନ କୁମାର ମହାନ୍ତି ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଚଢ଼ାଉ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : WINE FACTORY
FORMAT : AVO
REPORT : DEBASIS MOHAPATRA / BHADRAK
DATE : 29.10.2019

ANCHOR : ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଳ ଅଞ୍ଚଳରେ ନକଲି ମଦ କାରଖାନା ଠାବ। ଲକ୍ଷାଧିକ ଟଙ୍କାର ନକଲି ମଦ, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ସହ ନକଲି ମଦ ତିଆରି ସରଞ୍ଜାମ ଜବତ। ଜଣେ ଗିରଫ। ଗିରଫ ମହିଳା ଜଣକ ହେଲେ ଉକ୍ତ ଅଞ୍ଚଳର ଗୀତାଞ୍ଜଳି ଦାସ। ଏଥିସହ ଘଟଣାସ୍ଥଳରୁ ଆଉ ଜଣେ ଫେରାର ହୋଇଯାଇଥିଲା। ଫେରାର ହୋଇଯାଇଥିବା ବ୍ୟକ୍ତି ଜଣକ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି। Body:ପ୍ରାୟ 2/3 ମାସ ହେଲା ଏଠାରେ ଏକ ନକଲି ମଦ କାରଖାନା ଚାଲୁଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲେ। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶ ରେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଙ୍କ ନେତୃତ୍ୱରେ ଅବକାରୀ ଉପ ନିରୀକ୍ଷକ ସଂଜୟ କୁମାର ପଣ୍ଡା, ସ୍ପନ୍ଦନ କୁମାର ମହାନ୍ତି ଓ ଅନ୍ୟ କର୍ମଚାରୀ ଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.