ETV Bharat / state

ରେଡ ଜୋନ ଭଦ୍ରକରେ କୋରୋନା ନିୟନ୍ତ୍ରଣ, ଦେଖନ୍ତୁ ଅପଡେଟ - ଭଦ୍ରକରେ କୋରୋନା ଅପଡେଟ

ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଯାଇ ରାଜ୍ୟ ସରକାର ବିଭିନ୍ନ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରୁ ରେଡ ଜୋନ ସମ୍ପର୍କରେ ରାଜ୍ୟ ସରକାରଙ୍କଠାରୁ ଗାଇଡ ଲାଇନ ଆସିବା ପରେ ଭଦ୍ରକରେ କ’ଣ ସବୁ ପଦକ୍ଷେପ ନିଆଯିବ ତାହା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।

corona in bhadrak, bhadrak latest news, corona infection in bhadrak, red zone bhadrak, corona update in bhadrak, coronavirus news, ଭଦ୍ରକରେ କୋରୋନା ସଂକ୍ରମଣ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ କୋରୋନା, ରେଡ ଜୋନ ଭଦ୍ରକ, ଭଦ୍ରକରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ରେଡ ଜୋନ ଭଦ୍ରକରେ କୋରୋନା ନିୟନ୍ତ୍ରଣ, ଦେଖନ୍ତୁ ଅପଡେଟ
author img

By

Published : May 2, 2020, 7:02 PM IST

ଭଦ୍ରକ: ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଯାଇ ରାଜ୍ୟ ସରକାର ବିଭିନ୍ନ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରୁ ରେଡ ଜୋନ ସମ୍ପର୍କରେ ରାଜ୍ୟ ସରକାରଙ୍କଠାରୁ ଗାଇଡ ଲାଇନ ଆସିବା ପରେ ଭଦ୍ରକରେ କ’ଣ ସବୁ ପଦକ୍ଷେପ ନିଆଯିବ ତାହା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ବାହାର ରାଜ୍ୟରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଭଣ୍ଡାରୀ ପୋଖରୀସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ରଖାଯିବା ନେଇ ବ୍ୟବସ୍ଥା ହୋଇଛି।

ରେଡ ଜୋନ ଭଦ୍ରକରେ କୋରୋନା ନିୟନ୍ତ୍ରଣ, ଦେଖନ୍ତୁ ଅପଡେଟ

ସେପଟେ ଭଦ୍ରକ ଜିଲ୍ଲାର ସୀମା କୁହାଯାଉଥିବା ରାଣୀତାଲ ଓ ଆଖୁଆପଦାଠାରେ ଚେକ ପଏଣ୍ଟର ବ୍ୟବସ୍ଥା କରାଯାଇଛି । ଏଥିସହ କେନ୍ଦ୍ରୀୟ ରାପିଡ ରେସପନ୍ସ ଟିମ ଜିଲ୍ଲାର ବିଭିନ୍ନ କଣ୍ଟେନମେଣ୍ଟ ଜୋନ ସହ ସର୍ଭିଲେନ୍ସ ଜୋନକୁ ଯାଇ ସ୍ଥିତି ନିରୀକ୍ଷଣ କରିଛନ୍ତି। ସେହିପରି ଜିଲ୍ଲା ପାଇଁ ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ଜିଲ୍ଲା ପ୍ରଶାସନ ସହିତ କୋରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ କ’ଣ କ’ଣ ପଦକ୍ଷେପ ନେଇଛି ସେ ବିଷୟରେ ସମୀକ୍ଷା କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.