ETV Bharat / state

ବିଜୟ ଦିବସ: ଶହୀଦଙ୍କୁ ସ୍ମରଣ କଲେ ଭଦ୍ରକବାସୀ

କାରଗିଲ ବିଦସରେ ଶହୀଦଙ୍କୁ ସ୍ମରଣ କଲେ ଭଦ୍ରକବାସୀ । ଏହି ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଦେଶ ମାଟି ପାଇଁ ପ୍ରଣବଳୀ ଦେଇଥିବା ଅମର ବୀର ଯବାନ ମାନଙ୍କ ବଳିଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jul 26, 2019, 11:37 PM IST

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଅବସରପ୍ରାପ୍ତ ସୌନିକ ସଂଘ, ଶହୀଦ ଭଗତ ସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଏହି ଅବସରରେ କାରଗିଲ ଯୁଦ୍ଧର ବୀର ଶହୀଦ ଏବଂ ଯବାନମାନଙ୍କ ଗୁଣଗାନ କରାଯାଇଥିଲା । ଏଥିସହ ଶହୀଦ ମାନଙ୍କ ସ୍ମୃତି ଚାରଣ କରାଯାଇ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଦେଶ ମାଟି ପାଇଁ ପ୍ରଣବଳୀ ଦେଇଥିବା ଅମର ବୀର ଯବାନ ମାନଙ୍କ ବଳିଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ସେହିପରି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଭଦ୍ରକ ଜିଲ୍ଲାର ଏକମାତ୍ର କାରଗିଲ ଶହୀଦ ନିରଞ୍ଜନ ବେହେରାଙ୍କ ଅମର ବଳିଦାନକୁ ବଖାଣି ଥିଲେ ଉପସ୍ଥିତ ଅନେକ ପ୍ରଶାସନିକ ଅଧିକାରୀ ଏବଂ ବୁଦ୍ଧିଜୀବୀ । ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ଏକମାତ୍ର କାରଗିଲ ଶହୀଦଙ୍କ ସ୍ମୃତି ରକ୍ଷା ଉଦ୍ୟେଶ୍ୟରେ କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଭାସ ମିଳିନଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲାରେ ଅବସରପ୍ରାପ୍ତ ସୌନିକ ସଂଘ, ସହିଦ ଭଗତ ସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଗିଲ ବିଜୟ ଦିବସ ପାଳନ କରାଯାଇଛି। Body:ଭଦ୍ରକ ଜିଲ୍ଲାରେ ଅବସରପ୍ରାପ୍ତ ସୌନିକ ସଂଘ, ସହିଦ ଭଗତ ସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଗିଲ ବିଜୟ ଦିବସ ପାଳନ କରାଯାଇଛି। ଏହି ଅବସରରେ କାରଗିଲ ଯୁଦ୍ଧର ବୀର ସହିଦ୍ ଏବଂ ଜବାନ ମାନଙ୍କ ଗୁଣଗାନ କରାଯାଇଥିଲା। ଏଥିସହ ସହିଦ୍ ମାନଙ୍କ ସ୍ମୃତି ଚାରଣ କରାଯାଇ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଦେଶ ମାତୃକା ପାଇଁ ପ୍ରଣବଳୀ ଦେଇଥିବା ଅମର ବୀର ଜବାନ ମାନଙ୍କ ବଳିଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା। ସେହିପରି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଭଦ୍ରକ ଜିଲ୍ଲାର ଏକମାତ୍ର କାରଗିଲ ସହିଦ୍ ନିରଞ୍ଜନ ବେହେରା ଙ୍କ ଅମର ବଳିଦାନ କୁ ବଖାଣି ଥିଲେ ଉପସ୍ଥିତ ଅନେକ ପ୍ରଶାସନିକ ଅଧିକାରୀ ଏବଂ ବୁଦ୍ଧିଜୀବୀ।ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ଏକମାତ୍ର କାରଗିଲ ସହିଦ୍ ଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ଯ ରେ କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଭାସ ମିଳିନଥିଲା। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.