ETV Bharat / state

ଯାତ୍ରୀବାହୀ ବସରେ ବେଆଇନ ଗଞ୍ଜେଇ ଚୋରାଚାଲାଣ, 2 ଗିରଫ - ଭଦ୍ରକରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ, 2 ଗିରଫ

ଭଦ୍ରକରେ ଏକ ଘରୋଇ ଯାତ୍ରୀବାହୀ ବସରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ଯାତ୍ରୀବାହି ବସରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ, 2 ଗିରଫ

author img

By

Published : Dec 24, 2020, 10:43 PM IST

ଭଦ୍ରକ : ଏକ ଘରୋଇ ଯାତ୍ରୀବାହି ବସରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ।

ଯାତ୍ରୀବାହି ବସରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ, 2 ଗିରଫ

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଉଥିବା ଏକ ଘରୋଇ ଯାତ୍ରୀବାହିୀ ବସରେ ବେଆଇନ ଭାବେ ଗଞ୍ଜେଇ ନେଇ ଦୁଇଜଣ ଯାତ୍ରୀ ବାରିପଦା ଅଭିମୁଖେ ଯାତ୍ରା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଭାଗୀୟ ଅଧିକାରୀ ମାନେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ବାରିକପୁର ଠାରେ ଏହି ଯାତ୍ରୀବାହି ବସ ଟିକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ବସରେ ଥିବା 10 କିଲୋ ବେଆଇନ ଗଞ୍ଜେଇ ଜବତ କରିଥିଲା ଅବକାରି ବିଭାଗ ।

ଏହି ଘଟଣାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଜଣାପଡ଼ିଛି । ଗିରଫ ଦୁଇ ଜଣଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ଦୀର୍ଘଦିନ ଧରି ଏମାନେ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.