ETV Bharat / state

ହେରା ପଞ୍ଚମୀ ଅବସରରେ ଚୈତନ୍ୟଙ୍କ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ - ହେରା ପଞ୍ଚମୀ ଅବସରରେ ଚୈତନ୍ୟଙ୍କ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ

ହେରା ପଞ୍ଚମୀ ଅବସରରେ ଚୈତନ୍ୟଙ୍କ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ । କୋରୋନା କଟକଣା ଯୋଗୁଁ ସାମିଲ ହେଲେନି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ....

hera panchami ritual held in bhadrak
ହେରା ପଞ୍ଚମୀ ଅବସରରେ ଚୈତନ୍ୟଙ୍କ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ
author img

By

Published : Jun 28, 2020, 9:27 AM IST

ଭଦ୍ରକ: ଭଦ୍ରକ ସହରାଞ୍ଚଳର ସାଳନ୍ଦୀ ନଦୀକୂଳରେ ରହିଛି ମଦନ ମୋହନ ଜୀଉ ମନ୍ଦିର । ହେରା ପଞ୍ଚମୀ ଅବସରରେ ଏହି ପ୍ରାଚୀନତମ ବୈଷ୍ଣବପୀଠ ଚୈତନ୍ୟ ମହାପ୍ରଭୁଙ୍କ ଚନ୍ଦନ ଚର୍ଚ୍ଚିତ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ବର୍ଷକୁ ଥରେ ହେରାପଞ୍ଚମୀ ଦିନ ଏହି ବସ୍ତ୍ର ପ୍ରଦର୍ଶନକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ । ହେଲେ ଚଳିତ ବର୍ଷ ପବିତ୍ର ହେରା ପଞ୍ଚମୀ ଦିନ କୋରୋନା କଟକଣାର ସମସ୍ତ ନିୟମ ମାନି ମଙ୍ଗଳ ଆରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା ସହ କନ୍ଥାବସ୍ତ୍ର ପ୍ରଦର୍ଶନ କରାଯାଇଥିବାବେଳେ ପୀଠରେ ଗହଳି ଦେଖିବାକୁ ମିଳି ନ ଥିଲା ।

ହେରା ପଞ୍ଚମୀ ଅବସରରେ ଚୈତନ୍ୟଙ୍କ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ

ପ୍ରାୟ 600 ବର୍ଷର କିମ୍ବଦନ୍ତୀ ଅନୁସାରେ 1514 ମସିହାରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୀରୁ ବୃନ୍ଦାବନ ଯାତ୍ରା କରିବା ଅବସରରେ ଏହି ପୀଠରେ ପାଞ୍ଚ ଦିନ ଅବସ୍ଥାନ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.