ETV Bharat / state

ବିପୁଳ ପରିମାଣରେ ସରକାରୀ ଚାଉଳ ଜବତ

author img

By

Published : Jan 7, 2020, 11:36 PM IST

ଭଦ୍ରକ ତିହିଡି ବ୍ଲକ ଭାଟପଡା ପଞ୍ଚାୟତରେ ବେଆଇନ ଭାବେ ସରକାରୀ ଚାଉଳ ଗଚ୍ଛିତ ଥିବା ଘରକୁ ସିଲ କରିଛି ପ୍ରଶାସନ। ଅଧିକ ପଢ଼ନ୍ତୁ...

govt rice stored illegally, govt rice in a house of bhadrak,  ସରକାରୀ ଚାଉଳ ଜବତ, ଚାଉଳ ବୋଝେଇ ଟ୍ରକ ଜବତ, ଭଦ୍ରକ ତିହିଡି ବ୍ଲକ ଭାଟପଡା ପଞ୍ଚାୟତ
ବିପୁଳ ପରିମାଣରେ ସରକାରୀ ଚାଉଳ ଜବତ

ଭଦ୍ରକ: ତିହିଡି ବ୍ଲକ ଭାଟପଡା ପଞ୍ଚାୟତରେ ଏକ ଘରୁ ବିପୁଳ ପରିମାଣର ସରକାରୀ ଚାଉଳ ଜବତ ହୋଇଛି । ଏଥିସହ ସେଠାରେ ଥିବା ଦୁଇଟି ଚାଉଳ ବୋଝେଇ ଟ୍ରକକୁ ମଧ୍ୟ ଜବତ କରାଯାଇଛି ।

ବିପୁଳ ପରିମାଣରେ ସରକାରୀ ଚାଉଳ ଜବତ

ବେଆଇନ ଭାବେ ସରକାରୀ ଚାଉଳ ଗଚ୍ଛିତ ଥିବା ଘରକୁ ସିଲ କରିଛି ପ୍ରଶାସନ। ଏଥିସହ ଚାଉଳ ବୋଝେଇ ଦୁଇଟି ଟ୍ରକକୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏତେ ପରିମାଣର ବେଆଇନ ସରକାରୀ ଚାଉଳ କେଉଁଠୁ ଆସିଲା ସେନେଇ ଏବେ ଉଠିଛି ପ୍ରଶ୍ନ ? ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ତେବେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ। ଅନ୍ୟପକ୍ଷରେ ବିହିତ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : RICE CEASE
FORMAT : AVB
REPORT : DEBASIS MOHAPATRA / BHADRAK
DATE : 06.01.2020

ANCHOR : ତିହିଡି ବ୍ଲକ ଭାଟପଡା ପଞ୍ଚାୟତରେ ଏକ ଘରୁ ବିପୁଳ ପରିମାଣର ସରକାରୀ ଚାଉଳ ଠାବ ହୋଇଛି। ଏଥିସହ ସେଠାରେ ଥିବା ଦୁଇଟି ଚାଉଳ ବୋଝେଇ ଟ୍ରକକୁ ମଧ୍ୟ ଜବତ କରାଯାଇଛି। ବେଆଇନ ଭାବେ ସରକାରୀ ଚାଉଳ ଗଛିତ ଥିବା ଘରକୁ ସିଲ କରିଛି ପ୍ରଶାସନ। ଏଥିସହ ଚାଉଳ ବୋଝେଇ ଦୁଇଟି ଟ୍ରକକୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏତେ ପରିମାଣର ବେଆଇନ ଗଛିତ ସରକାରୀ ଚାଉଳ କେଉଁଠୁ ଆସିଲା ସେନେଇ ଏବେ ଉଠିଛି ପ୍ରଶ୍ନ ? ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। Body:ହେଲେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ। ଅନ୍ୟପକ୍ଷରେ ବିହୀତ ତଦନ୍ତ ହେବାକୁ ସାଧାରଣରେ ଦାବି ହୋଇଛି।
Bite : ପ୍ରତାପ କୁମାର ଜେନା_ଅଞ୍ଚଳବାସୀ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.