ETV Bharat / state

ଭଦ୍ରକରେ କୋଇଲା ବୋଝେଇ ଅଟୋ ଜବତ, ଡ୍ରାଇଭର ଫେରାର

ଜିଲ୍ଲାରେ କୋଇଲା ଚୋରା ଚାଲାଣ ବେଳେ ଜବତ କଲା ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର । ଅଧିକ ପଢନ୍ତୁ...

author img

By

Published : Oct 22, 2020, 9:52 AM IST

ଭଦ୍ରକରେ କୋଇଲା ବୋଝେଇ ଅଟୋ ଜବତ, ଡ୍ରାଇଭର ଫେରାର
ଭଦ୍ରକରେ କୋଇଲା ବୋଝେଇ ଅଟୋ ଜବତ, ଡ୍ରାଇଭର ଫେରାର

ଭଦ୍ରକ: କୋଇଲା ବୋଝେଇ ଅଟୋ ଜବତ। ଚମ୍ପଟ ମାରିଲା ଡ୍ରାଇଭର। ଖବର ଅନୁଯାୟୀ କୋଇଲା ଚାଲାଣ ହେଉଥିବା ନେଇ ପୁରୁଣା ବଜାର ପୋଲିସ ନିକଟରେ ଖବର ପହଞ୍ଚିବା ପରେ ପୋଲିସ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ପୋଲିସକୁ ଦେଖି ଉତ୍ତରବାହିନୀ ଛକ ନିକଟରେ ଗାଡି ଛାଡି ଡ୍ରାଇଭର ପଳାଇ ଯାଇଥିଲା।

ଘଟଣାରେ କୋଇଲା ବୋଝେଇ ଅଟୋକୁ ଜବତ କରିଛି ପୋଲିସ। କୋଇଲା କେଉଁ ସ୍ଥାନ କୁ ଯାଉଥିଲା ଓ କେତେ ପରିମାଣର କୋଇଲା ବୋଝେଇ ହୋଇଥିଲା ସେ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.