ETV Bharat / state

ପାଞ୍ଚ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ ଜିଲ୍ଲା ଚରଦିଆ ଗ୍ରାମରେ 5 ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢ଼ନ୍ତୁ...

five year old minor raped in Bhadrak, complaint filed against 32 year old, ପାଞ୍ଚ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଭଦ୍ରକ ଜିଲ୍ଲା ଚରଦିଆ ଗ୍ରାମ
ପାଞ୍ଚ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
author img

By

Published : Jun 16, 2020, 5:34 AM IST

ଭଦ୍ରକ: ଜଣେ 5 ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଜିଲ୍ଲାର ଚରଦିଆ ଗ୍ରାମରେ ।

ଖବର ଅନୁଯାୟୀ, ବାଁଶଡା ଥାନା ଅନ୍ତର୍ଗତ ଚରଦିଆ ଗ୍ରାମର ଜଣେ 32 ବର୍ଷ ବୟସ୍କ ଯୁବକ ସେହି ଗ୍ରାମର ଜନୈକ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ, ବାଁଶଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ପରେ ପକ୍ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.