ETV Bharat / state

କୋଭିଡ କେୟାର ୱାର୍ଡ ନିକଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ - ଭଦ୍ରକ କୋଭିଡ କେୟାର ଅଗ୍ନିକାଣ୍ଡ

ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ପରିସରରେ ଥିବା କୋଭିଡ କେୟାର ୱାର୍ଡ ନିକଟରେ ଅଗ୍ନିକାଣ୍ଡ । ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଚିକିତ୍ସା ହେଉଥିବା କରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

କୋଭିଡ କେୟାର ୱାର୍ଡ ନିକଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

author img

By

Published : May 20, 2021, 4:33 PM IST

ଭଦ୍ରକ: ଜିଲ୍ଲା ମୁଖ୍ୟାଳୟରେ ପରିସରରେ ଥିବା କୋଭିଡ କେୟାର ୱାର୍ଡ ନିକଟରେ ଅଗ୍ନିକାଣ୍ଡ । ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଚିକିତ୍ସା ହେଉଥିବା କରୋନା ଆକ୍ରାନ୍ତ । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା କୋଭିଡ କେୟାର ୱାର୍ଡ ନିକଟରେ ଥିବା ଜେନେରେଟରର କିଛି ତାରରେ ହଠାତ୍ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।

କୋଭିଡ କେୟାର ୱାର୍ଡ ନିକଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

ତେବେ ସେଠାରେ ଥିବା ଅଗ୍ନିଶମ ବାହିନୀ କର୍ମଚାରୀମାନେ ତୁରନ୍ତ ଯାଇ ନିଆଁକୁ ଆୟତ କରିଥିଲେ । ଫଳରେ ଏକ ବଡ ବିପଦ ଟଳିଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.