ETV Bharat / state

ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ, ଘର ଓ ଧନ ସମ୍ପତ୍ତି ଭସ୍ମୀଭୂତ

ବିଳମ୍ବିତ ରାତ୍ରୀରେ ଭୟାଭୟ ଅଗ୍ନିକାଣ୍ଡ । ଘଟଣାଟି ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ଅନ୍ତର୍ଗତ ବାଲିଗାଁ ଗଜଗିରିରେ । ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଧିକ ପଢନ୍ତୁ...

author img

By

Published : Feb 14, 2021, 10:19 AM IST

ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ, ଘର ଓ ଧନ ସମ୍ପତି ଭସ୍ମୀଭୂତ

ଭଦ୍ରକ: ବିଳମ୍ବିତ ରାତ୍ରୀରେ ଭୟାଭୟ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା ଘର ସହ ଏକ ଦୋକାନ ଘର । ଘଟଣାଟି ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ଅନ୍ତର୍ଗତ ବାଲିଗାଁ ଗଜଗିରିରେ । ବାଲିଗାଁ ଗଜଗିରି ଗାଁର ରାଧାମୋହନ ସାହୁଙ୍କ 2 ବଖରା ଘରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରର ସମସ୍ତ ଆସବାବ ପତ୍ର ଓ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.