ETV Bharat / state

ଜଳିଗଲା ଚଳନ୍ତା କାର, କାରଣ ଅସ୍ପଷ୍ଟ

author img

By

Published : Oct 29, 2019, 4:11 AM IST

ଜଳିଗଲା ଚଳନ୍ତା କାର । ଡାହଲା ନିକଟରେ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଡାହଲା ନିକଟରେ ଜଳିଗଲା ଚଳନ୍ତା କାର। ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଅଞ୍ଚଳର ଡାହଲା ନିକଟରେ ଏହି ଅଘଟଣ ଘଟିଛି । ସୂଚନାନୁଯାୟୀ, ରାଜପଥରେ ଯାଉଥିବା ଏକ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ କାରଟି ଯାଜପୁରରୁ ଆରଡ଼ି ଅଭିମୁଖେ ଯାଉଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ତେବେ କାରରେ ଥିବା ସମସ୍ତ 6 ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହିପରି ଅଘଟଣ ସର୍ଟସର୍କିଟ ଯୋଗୁଁ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : BURNING CAR
FORMAT : AVO
REPORT : DEBASIS MOHAPATRA / BHADRAK
DATE : 28.10.2019

ANCHOR : ଡାହଲା ନିକଟରେ ଜଳିଗଲା ଚଳନ୍ତା କାର। ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଅଂଚଳର ଡାହଲା ନିକଟରେ ଏହିପରି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ରାଜପଥରେ ଯାଉଥିବା ଏକ ଇଣ୍ଡିକା କାର ରେ ହଟାତ ନିଆଁ ଲାଗିଯାଇଥିଲା। ତେବେ କାର ଯୋଗେ ଲୋକମାନେ ଯାଜପୁର ରୁ ଆରଡ଼ି ଅଭିମୁଖେ ଯାଉଥିବା ଜଣାପଡିଛି। Body:ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସୌଭାଗ୍ୟ କ୍ରମେ କାର ରେ ଥିବା ସମସ୍ତ 6 ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏହିପରି ଅଘଟଣ ସର୍ଟସର୍କିଟ ଯୋଗୁଁ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଏନେଇ ଅଧିକ ତଦନ୍ତ ଜାରି ରଖିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.