ETV Bharat / state

ଡିସେମ୍ବର 20ରୁ ଭଦ୍ରକରେ ଧାନକିଣା ଆରମ୍ଭ

ଭଦ୍ରକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଡିସେମ୍ବର 20 ରୁ ଧାନକିଣା ଆରମ୍ଭ ହେବ ଏବଂ ମାର୍ଚ୍ଚ ମାସ 31 ତାରିଖରେ ଶେଷ ହେବ।

author img

By

Published : Dec 18, 2019, 9:46 PM IST

district-level-paddy-procurement-meeting-in-bhadrak
ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଏକ ବୈଠକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ଧାନ ସଂଗ୍ରହ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ 2019-20 ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଚଳିତ ଡିସେମ୍ବର 20 ରୁ ଧାନକିଣା ଆରମ୍ଭ ହେବ ଏବଂ ମାର୍ଚ୍ଚ ମାସ 31 ତାରିଖରେ ଶେଷ ହେବ।

ଭଦ୍ରକରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ

ଗତବର୍ଷ ଜିଲ୍ଲାରେ 108 ଟି ସୋସାଇଟି ଜରିଆରେ ଧାନ ସଂଗ୍ରହ କରାଯାଇଥିଲା । କିନ୍ତୁ ଚଳିତବର୍ଷ 99 ଟି ସୋସାଇଟି ଓ 27 ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ଚଳିତବର୍ଷ ଧାନକ୍ରୟ ପାଇଁ 51 ହଜାର ଚାଷୀ ମାନେ ବିଭିନ୍ନ ସୋସାଇଟି ଜରିଆରେ ନାମ ପଞ୍ଜିକରଣ କରିଛନ୍ତି । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କଠାରୁ ସାଧାରଣ ଧାନ ମୂଲ୍ୟ କୁଇଣ୍ଟାଇ ପ୍ରତି 1815 ଟଙ୍କା ହାରରେ ଧାନକ୍ରୟ କରାଯିବ ଏବଂ ଚାଷୀମାନଙ୍କୁ ଧାନବିକ୍ରିର ମୂଲ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦିଆଯିବ।

ଏହି ବୈଠକରେ ବିଧାୟକ ପ୍ରଫୁଲ ସାମଲ, ଜିଲ୍ଲା ପରିଷଦର ସଭାପତି ଦ୍ୱିଜବର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ, ପିଡି ମଧୁସୂଦନ ଦାସଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : PADDY PROCUREMENT
FORMAT : AVB
REPORT : DEBASIS MOHAPATRA / BHADRAK
DATE : 18.12.2019

ANCHOR : ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଧାନକ୍ରୟ ସମ୍ବଦ୍ଧରେ ଏକ ବୈଠକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ଧାନକିଣା ସଂପର୍କରେ ଆଲୋଚନାରେ ଜିଲ୍ଲାରେ 2019-20 ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଚଳିତ ଡିସେମ୍ବର 20 ରୁ ଧାନକିଣା ଆରମ୍ଭ ହେବ ଏବଂ ମାର୍ଚ୍ଚ ମାସ 31 ତାରିଖରେ ଶେଷ ହେବ। ସେହିପରି ଗତବର୍ଷ ଜିଲ୍ଲାରେ 108 ଟି ସୋସାଇଟି ଜରିଆରେ ଧାନ ସଂଗ୍ରହ କରାଯାଇଥିବାବେଳେ ବେଳେ ଚଳିତବର୍ଷ 99 ଟି ସୋସାଇଟି ଓ 27 ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ଜିଲ୍ଲାରେ ଚଳିତବର୍ଷ ଧାନକ୍ରୟ ପାଇଁ 51 ହଜାର ଚାଷୀ ମାନେ ବିଭିନ୍ନ ସୋସାଇଟି ଜରିଆରେ ନାମ ପଂଞ୍ଜିକରଣ କରିଛନ୍ତି । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କଠାରୁ ସାଧାରଣ ଧାନମୂଲ୍ୟ କ୍ୟୁଣ୍ଟାଇ ପ୍ରତି 1815 ଟଙ୍କା ହାରରେ ଧାନକ୍ରୟ କରାଯିବ ଏବଂ ଚାଷୀମାନଙ୍କୁ ଧାନବିକ୍ରୀର ମୂଲ୍ୟ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ଦିଆଯିବ। Body:ଉକ୍ତ ବୈଠକରେ ବିଧାୟକ ପ୍ରଫୁଲ ସାମଲ, ଜିଲ୍ଲା ପରିଷଦର ସଭାପତି ଦ୍ୱିଜବର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ, ପିଡି ମଧୁସୂଦନ ଦାସ ଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।
Bite : ଦ୍ୱିଜବର ରାଉତ_ଜିଲ୍ଲା ପରିଷଦର ସଭାପତି Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.