ETV Bharat / state

ନବ ନିର୍ବାଚିତ ଜିଲ୍ଲା ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା - District BJP President felicitated

ନବ ନିର୍ବାଚିତ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

bhadrak
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Dec 23, 2019, 6:40 AM IST

ଭଦ୍ରକ: ସହରାଞ୍ଚଳ ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ନବ ନିର୍ବାଚିତ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏହି ସଭାରେ ଦଳୀୟ କର୍ମୀ ଓ ସଂଗଠନ ମାନଙ୍କ ଦ୍ବାରା ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ ମଣ୍ଡଳ ବିଜେପି ସଭାପତି ଗୋପାଳ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଭଦ୍ରକ ନିର୍ବାଚନମଣ୍ଡଳୀର ବିଜେପି କର୍ମୀ ଯୋଗ ଦେଇଥିଲେ । ଦଳୀୟ ଏକତା ଓ କେନ୍ଦ୍ରୀୟ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କ ମୂଳ ଲକ୍ଷ୍ୟ ହେବ ବୋଲି ନବନିର୍ବାଚିତ ଜିଲ୍ଲା ସଭାପତି ହେମନ୍ତ ପାଢୀ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : BJP PRESIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 22.12.2019

ANCHOR : ଭଦ୍ରକ ସହରାଞ୍ଚଳ ସ୍ଥିତ ଭାଗବତ କଲ୍ଯାଣ ମଣ୍ଡପରେ ବିଜେପି ପକ୍ଷରୁ ନବ ନିର୍ବାଚିତ ଜିଲ୍ଲା ସଭାପତିଙ୍କ ଉଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନବ ନିର୍ବାଚିତ ଭଦ୍ରକ ଜିଲ୍ଲା ବିଜେପି ସଭପତି ହେମନ୍ତ ପାଢୀଙ୍କୁ ବିଭିନ୍ନ ଦଳିୟ ସଂଗଠନ ଦ୍ବାରା ସମ୍ବର୍ଦ୍ଧନା କରାଯାଇଛି। ଭଦ୍ରକ ମଣ୍ଡଳ ବିଜେପି ସଭାପତି ଗୋପାଳ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭଦ୍ରକ ନିର୍ବାଚନମଣ୍ଡଳୀର ଅନେକ ଦଳୀୟ କର୍ମି ଯୋଗ ଦେଇଥିଲେ। Body:ଦଳିୟ ଏକତା ଓ କେନ୍ଦ୍ରିୟ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ମୂଳ ଲକ୍ଷ ହେବ ବୋଲି ନବନିର୍ବାଚିତ ଜିଲ୍ଲା ସଭାପତି ଶ୍ରୀ ପାଢୀ କହିଛନ୍ତି।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.