ETV Bharat / state

ରାଜ୍ୟ ସରକାରଙ୍କ ଅପାରଗତାକୁ କରିବୁ ମୁଦ୍ଦା: ସୁରମା ପାଢୀ

ଭଦ୍ରକରେ ରାଜନୈତିକ ପାଣିପାଗ ବେଶ ଉଷ୍ମ । କେମିତି ଦଳ ନିର୍ବାଚନକୁ ସାମ୍ନା କରିବ କେଉଁ ମୁଦ୍ଦାକୁ ନେଇ ଦଳ ଲୋକଙ୍କ ପାଖକୁ ଯାଉଛି ସେ ନେଇ ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

author img

By

Published : Apr 26, 2019, 12:00 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ରାଜ୍ୟରେ ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । 29 ତାରିଖରେ ହେବ ଶେଷ ପର୍ଯ୍ୟାୟ ବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ତେବେ ଏହାକୁ ନେଇ ଭଦ୍ରକରେ ରାଜନୈତିକ ପାଣିପାଗ ବେଶ ଉଷ୍ମ । ପ୍ରତ୍ୟେକ ଦଳ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ସହ ଭୋଟ ଭିକ୍ଷା କରୁଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏଥିରେ ପଛରେ ପଡିନାହିଁ । କେମିତି ଦଳ ନିର୍ବାଚନକୁ ସାମ୍ନା କରିବ କେଉଁ ମୁଦ୍ଦାକୁ ନେଇ ଦଳ ଲୋକଙ୍କ ପାଖକୁ ଯାଉଛି ସେ ନେଇ ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ତେବେ ଦେଖିବାକୁ ବାକି ରହିଲା ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକରେ କେତେ ପ୍ରତିଶତ ଭୋଟିଂ ହେଉଛି ଆଉ ଭୋଟର ମାନେ କାହାକୁ ନିଜର ନେତା ବାଛୁଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.