ETV Bharat / state

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା' ଭଦ୍ରକାଳୀ - Devotees Seek Blessings In Bhadrakali Temple

ମା'ଙ୍କ ଏହି ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି।

ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା'
author img

By

Published : Oct 29, 2019, 11:54 AM IST

ଭଦ୍ରକ : ଦୀପାବଳିରୁ ଆରମ୍ଭ ହୋଇଥିବା କାଳୀପୂଜା ପାଇଁ ମହା ଆଡମ୍ବର ସହ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ ଭଦ୍ରକର ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ମଙ୍ଗଳବାର ତୃତୀୟ ଦିନରେ ମା ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ।

ମା'ଙ୍କ ଏହି ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପରମ ବୈଷ୍ଣବୀ ମା' ଭଦ୍ରକାଳୀଙ୍କ ଏହି ବେଶ ଦର୍ଶନ କରିବାକୁ ଶକ୍ତିପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି ।

ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା'

ସକାଳ ପ୍ରାୟ 9 ଟା ସମୟରେ ପହଡ ଖୋଲିଵା ପରେ ମାଆଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ ଯେମିତି ବଢିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିବ। କିଭଳି ରହିଛି ମନ୍ଦିର ପରିସର , ଏ ନେଇ ମାଙ୍କ ସେବାୟତ ଓ କିଛି ଶ୍ରଦ୍ଧାଳୁଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : RAJARAJESWARI BESA
FORMAT : DEFFORD
REPORT : DEBASIS MOHAPATRA / BHADRAK
DATE : 29.10.2019

ANCHOR : ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ତୃତୀୟ ଦିନରେ ମା ରାଜରାଜେଶ୍ଵରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏଇ ବେଶ ଦର୍ଶନ କଲେ ଅପର କରୁଣା ଲାଭ ହେବା ସହିତ ସହିତ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। ପରମ ବୈଷ୍ଣବୀ ମା ଭଦ୍ରକାଳୀ ଙ୍କ ଏହି ବେଶ ଦର୍ଶନ କରିବାକୁ ଶକ୍ତି ପୀଠ ରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ପହଞ୍ଚିଛନ୍ତି। Body:ସକାଳ ପ୍ରାୟ 9 ଟା ସମୟରେ ପହଡ ଖୋଲିଵା ପରେ ମାଆଙ୍କର ନୀତିକାନ୍ତୀ ଆରମ୍ଭ ହୋଇଛି। ଦିନ ଯେମିତି ବଢିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିବ। ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତ ମାନେ ଏଠାକୁ ଛୁଟି ଆସନ୍ତି। ମାଆଙ୍କ କରୁଣା ଭିକ୍ଷା କରନ୍ତି। ଏନେଇ ଆମେ ମାଙ୍କ ସେବାୟତ ଓ କିଛି ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲୁ।
wrap ରେ visual ଓ defford ଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.