ETV Bharat / state

ହତ୍ୟାକାରୀକୁ ଗିରଫ ଦାବି, ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ କଂଗ୍ରେସ

ସୋରୁମ କର୍ମଚାରୀଙ୍କ ହତ୍ୟାକାରୀକୁ ଗିରଫ ନେଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣା ଦେବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି। ଅଧିକ ପଢନ୍ତୁ....

congress pressmeet in bhadrak
ହତ୍ୟାକାରୀକୁ ଗିରଫ ନେଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣା ଦେବ କଂଗ୍ରେସ
author img

By

Published : Jul 25, 2020, 10:42 AM IST

Updated : Jul 25, 2020, 12:00 PM IST

ଭଦ୍ରକ: ଭଦ୍ରକ ସହରରେ ସଂଗୀତା ମୋଟର୍ସର କର୍ମଚାରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣ ଦେବ କଂଗ୍ରେସ । ଏନେଇ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ କର୍ମଚାରୀ ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବା ସହ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ଧାରଣା ଦେଇଥିଲା । କିନ୍ତୁ ପୋଲିସ ଅଧିକାରୀଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଥିଲା କଂଗ୍ରେସ ।

ହତ୍ୟାକାରୀକୁ ଗିରଫ ନେଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣା ଦେବ କଂଗ୍ରେସ

ଏନେଇ ବିହାରୀ ସମାଜ ତରଫରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ନାମରେ ମାନହାନୀ ମୋକଦ୍ଦମା ପାଇଁ ଓକିଲ ନୋଟିସ ଦିଆଯାଇଥିଲା । ପୁଣି କୋରୋନା ପରିସ୍ଥିତିରେ କଂଗ୍ରେସ, ଏସପିଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣ ଦେବ । ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପର୍ଯ୍ୟନ୍ତ ପ୍ରତ୍ୟକ ଦିନ କଂଗ୍ରେସର 5 ଜଣ ଲେଖାଏଁ କର୍ମୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଧାରଣ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jul 25, 2020, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.